ETV Bharat / state

ବୃଦ୍ଧାଶ୍ରମକୁ ୧ ଲକ୍ଷ ଟଙ୍କାର ସହାୟତା ଦେଲେ 3 ସମାଜସେବୀ - ନୟାଗଡ ସମାଜସେବୀ

ନୟାଗଡରେ ଥିବା 'ସମର୍ପଣ' ବୃଦ୍ଧାଶ୍ରମକୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ 3 ସମାଜସେବୀ । ଅଧିକ ପଢନ୍ତୁ...

ବୃଦ୍ଧାଶ୍ରମକୁ ୧ ଲକ୍ଷ ଟଙ୍କାର ସହାୟତା ଦେଲେ 3 ସମାଜସେବୀ

author img

By

Published : Jun 10, 2021, 4:57 PM IST

ନୟାଗଡ଼: ଜିଲ୍ଲାସ୍ଥିତ ବୃଦ୍ଧାଶ୍ରମ "ସମର୍ପଣକୁ" ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ 3 ଜଣ ସମାଜସେବୀ । ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ୪୦ ହଜାର, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ୩୦ ହଜାର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ସେମାନେ ମୋଟ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଜଣାଯାଇଛି ।

ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ କୁମାର ମହାନ୍ତି ଏବଂ ଶ୍ରୀଧର ସାହୁଙ୍କ ଉପସ୍ଥିତରେ ଏହି ସହାୟତା ରାଶି ପ୍ରଦାନ ହୋଇଛି l ବୃଦ୍ଧାଶ୍ରମର ପରିଚାଳନା, ଅନ୍ତେବାସୀଙ୍କ ରହିବା ଖାଇବା ଏବଂ ବୁଦ୍ଧାଶ୍ରମ ଉନ୍ନତୀକରଣ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବ l ସମାଜସେବୀମାନଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.