ETV Bharat / state

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବି ଜଣାଇଲା ଜଗନ୍ନାଥ ସେନା - shree mandir

ରଣପୁର ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ବିଧି ପୁଷ୍କରିଣୀରେ ପାଳନ ନେଇ ଦାବି । ରଣପୁର ତହସିଲଦାରଙ୍କୁ ପ୍ରଦାନ କଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ...

ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

author img

By

Published : May 14, 2021, 10:53 PM IST

ନୟାଗଡ଼: ସରକାରଙ୍କ କୋଭିଡ଼ କଟକଣା ମଧ୍ୟରେ ହେବ ଚନ୍ଦନ ଯାତ୍ରା । ନୟାଗଡ଼ ଜିଲ୍ଲା ରଣପୁର ସ୍ଥିତ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରାକୁ ମନ୍ଦିର ଭିତରେ କରିବାକୁ ପ୍ରଶାସନ ଅନୁମତି ଦେଇଥିଲା l ମାତ୍ର ଏହାକୁ ସମସ୍ତେ ବିରୋଧ କରିଛନ୍ତି l ପୁରୀରେ ଯେଉଁ ଭଳି କୋଭିଡ଼ ଗାଇଡ଼ଲାଇନ ପାଳନ କରି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଛି ଠିକ୍ ସେହିଭଳି ଢଙ୍ଗରେ ପାଳନ କରିବାକୁ ରଣପୁରରେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ଲୋକେ ।

ଚନ୍ଦନଯାତ୍ରା  ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା
ଚନ୍ଦନଯାତ୍ରା ପାଳନ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ, ଦାବୀ ଜଣାଇଲା ଜଗନ୍ନାଥ ସେନା

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରାକୁ କୋଭିଡ଼ କଟକଣା ମଧ୍ୟରେ ବିଧି ପୁଷ୍କରିଣୀରେ କରିବାକୁ ଜଗନ୍ନାଥ ସେନା ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରଣପୁର ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହା ପରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଅନୁମତି ଦେବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି l

ଚନ୍ଦନଯାତ୍ରାକୁ ବଧି ପୁଷ୍କରିଣୀ ଅର୍ଥାତ ବାହାରେ କରିବାକୁ ସମସ୍ତେ ଦାବୀ କରିଛନ୍ତି l ପୁରୀ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ସହ ରଣପୁର ଜଗନ୍ନାଥ ମନ୍ଦିରର ସାମଞ୍ଜସ୍ୟ ରହିଥାଏ l

ପୁରୀରେ ଯେଉଁ ସବୁ କାର୍ଯ୍ୟ ହୋଇଥାଏ ରଣପୁରରେ ମଧ୍ୟ ସେହି ସବୁ କାର୍ଯ୍ୟ ହୋଇଥାଏ l ପୁରୀ ଜଗନ୍ନାଥଙ୍କ ଷୋହଳ କଳା ମଧ୍ୟରୁ ରଣପୁର ଜଗନ୍ନାଥଙ୍କ ଠାରେ ଗୋଟିଏ କଳା ରହିଛି l ଦ୍ୱିତୀୟ ଶ୍ରୀକ୍ଷେତ୍ର ଉପରେ ଲୋକଙ୍କ ଆସ୍ଥା ଥିବାରୁ ଚନ୍ଦନଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.