ETV Bharat / state

ଇଭିଏମ୍‌ ମେସିନ ସହ ବୃତଙ୍ଗ ନଦୀରେ ଫସିଲେ ପୋଲିଂ ପାର୍ଟି

ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ହେଲେ ସୁରକ୍ଷିତ ଭାବେ ଫେରି ପାରିନାହାଁନ୍ତି ପୋଲିଂ କର୍ମଚାରୀ । ସୂଚନା ଅନୁଯାୟୀ ବାଣୀଗୋଛା ଥାନା ଅନ୍ତର୍ଗତ କୁଜମେଣ୍ଟି ପଞ୍ଚାୟତସ୍ଥିତ ଶିରିଶିରା ଓ ଦର୍ଶନୀପଡାରୁ ଇଭିଏମ ମେସିନ ଧରି ଫେରୁଥିବା ସମୟରେ ବୃତଙ୍ଗ ନଦୀରେ ଫସି ରହିଛି ବସ୍‌ ।

author img

By

Published : Apr 18, 2019, 10:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ହେଲେ ସୁରକ୍ଷିତ ଭାବେ ଫେରି ପାରିନାହାଁନ୍ତି ପୋଲିଂ କର୍ମଚାରୀ । ସୂଚନା ଅନୁଯାୟୀ ବାଣୀଗୋଛା ଥାନା ଅନ୍ତର୍ଗତ କୁଜମେଣ୍ଟି ପଞ୍ଚାୟତସ୍ଥିତ ଶିରିଶିରା ଓ ଦର୍ଶନୀପଡାରୁ ଇଭିଏମ ମେସିନ ଧରି ଫେରୁଥିବା ସମୟରେ ବୃତଙ୍ଗ ନଦୀରେ ଫସି ରହିଛି ବସ୍‌ ।

brutang river, nayagarh, polling party, evm, ନୟାଗଡ଼, ଇଭିଏମ୍‌ , ପୋଲିଂ ପାର୍ଟି
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ବସ୍‌ରେ ମୋଟ 18ଜଣ ପୋଲିଂ କର୍ମଚାରୀଙ୍କ ସମେତ 4ଟି ଇଭିଏମ୍‌ ମେସିନ ରହିଛି । ତେବେ ମତଦାନ ପ୍ରକ୍ରିୟା ସରିବା ପରେ ଇଭିଏମ୍‌ ମେସିନ ଧରି ଫେରୁଥିବା ସମୟରେ ବସ୍‌ଟି ବୃତଙ୍ଗ ନଦୀରେ ପ୍ରବଳ ବର୍ଷା ଯୋଗୁଁ ବଢିଥିବା ପାଣିରେ ଫସି ରହିଥିବା ଜଣାପଡିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.