ETV Bharat / state

ବିଧାୟକ ସୌମ୍ୟଙ୍କ ପାଇଁ ବିଜେଡିରୁ ଇସ୍ତଫା ଦେଲେ ସମିତି ସଭ୍ୟ !

author img

By

Published : Dec 16, 2021, 10:45 PM IST

ବିଜେଡି ଛାଡିଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡାର ଆଗଧାଡିର ବିଜେଡି ନେତା ତଥା ସିଂଘାପଡା ପଞ୍ଚାୟତର ସମିତିସଭ୍ୟ ବିଜୟ କୁମାର ନନ୍ଦ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣଦେଖା କାରଣରୁ ବିଜେଡି ଛାଡୁଥିବା ପ୍ରକାଶ କଲେ ବିଜୟ । ଅଧିକ ପଢନ୍ତୁ

ବିଧାୟକ ସୌମ୍ୟରଞ୍ଜନଙ୍କ ପାଇଁ ବିଜେଡିରୁ ଇସ୍ତଫା ଦେଲେ ସମିତି ସଭ୍ୟ

ନୟାଗଡ଼: ବିଜେଡି ଛାଡିଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡାର ଆଗଧାଡିର ବିଜେଡି ନେତା ତଥା ସିଂଘାପଡା ପଞ୍ଚାୟତର ସମିତିସଭ୍ୟ ବିଜୟ କୁମାର ନନ୍ଦ । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣଦେଖା କାରଣରୁ ବିଜେଡି ଛାଡୁଥିବା ପ୍ରକାଶ କଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଏକ ଇସ୍ତଫାପତ୍ର ପ୍ରଦାନ କରିବା ସହ ଦଳ ଛାଡ଼ିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ନନ୍ଦ ।

ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଜଣେ ଆଗ ଧାଡିର ବିଜେଡି ନେତା ଭାବେ ବେଶ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ ସେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଣେ ସକ୍ରିୟ ସମିତି ସଭ୍ୟ ଇସ୍ତଫା ଦେବାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଜୟଙ୍କ ଦଳ ତ୍ୟାଗ ବିଜେଡି ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.