ETV Bharat / state

ରାଜ୍ୟରେ ରହିଛି ଚାକିରୀର ଅଭାବ: ଅପରାଜିତା ଷଡଙ୍ଗୀ

author img

By

Published : Feb 7, 2021, 9:25 AM IST

ଶିଳ୍ପ ଶ୍ରୀହୀନ ଓଡ଼ିଶାରେ ଶିଳ୍ପର ଆବଶ୍ୟକତା ରହିଛି ଏବଂ ଶିଳ୍ପ ପ୍ରତିଷ୍ଠା ବର୍ତ୍ତମାନ ସ୍ଥିତିରେ ଜରୁରୀ ବୋଲି କହିଲେ ଅପରାଜିତା । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଞ୍ଜାମ ଗସ୍ତ ସମୟରେ ରାଜସୁନାଖଳା ଠାରେ ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।

ରାଜ୍ୟରେ ରହିଛି ଚାକିରୀର ଅଭାବ: ଅପରାଜିତା ଷଡଙ୍ଗୀ
ରାଜ୍ୟରେ ରହିଛି ଚାକିରୀର ଅଭାବ: ଅପରାଜିତା ଷଡଙ୍ଗୀ

ନୟାଗଡ଼: ଶିଳ୍ପ ଶ୍ରୀହୀନ ଓଡ଼ିଶାରେ ଶିଳ୍ପର ଆବଶ୍ୟକତା ରହିଛି ଏବଂ ଶିଳ୍ପ ପ୍ରତିଷ୍ଠା ବର୍ତ୍ତମାନ ସ୍ଥିତିରେ ଜରୁରୀ ବୋଲି କହିଲେ ଅପରାଜିତା । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଞ୍ଜାମ ଗସ୍ତ ସମୟରେ ରାଜସୁନାଖଳା ଠାରେ ବିଜେପି କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଲେ ଯାଇ ବେକାରୀ ସମସ୍ୟା ହ୍ରାସ ପାଇବା ସହ ନିଯୁକ୍ତି ସୁଯୋଗ ମିଳିବ ବୋଲି ମତ ଦେଇଛନ୍ତି । ଲକଡାଉନ ସମୟରେ ପ୍ରାୟ 8 ଲକ୍ଷରୁ ଉର୍ଦ୍ଧ୍ବ ଦାଦନ ଓଡିଶାକୁ ଆସିଥିଲେ । ଯାହା ଦର୍ଶାଉଛି ଯେ ନିଜ ଅଞ୍ଚଳରେ ବା ନିଜ ଜିଲ୍ଲାରେ ଚାକିରୀର ଅଭାବ ରହିଛି । ସେଥିପାଇଁ ସେମାନେ ବାହାରକୁ କାମ ପାଇଁ ଯିବାକୁ ଉଚିତ ମଣେ କରୁଛନ୍ତି । ତେବେ ଓଡିଶାରେ ଉଦ୍ୟୋଗୀକରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହାସହ ଓଡ଼ିଆ ଦାଦନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ଅପରାଜିତା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.