ETV Bharat / state

ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲା; LVA ଆବେଦନରେ ଆଜି ଶୁଣାଣି - ପରୀ ହତ୍ୟା ମାମଲା

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଆଜି ଏଲଭିଏ ଉପରେ ଶୁଣାଣି କରିବେ କୋର୍ଟ ।

ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲା; LVA ଆବେଦନ ଉପରେ ଆଜି ଶୁଣାଣି

author img

By

Published : Feb 5, 2021, 10:23 AM IST

Updated : Feb 5, 2021, 10:46 AM IST

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲାରେ ଆଜି LVA ଆବେଦନ ଉପରେ ହେବ ଶୁଣାଣି । ପୂର୍ବରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ପୋକ୍ସ କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇଥିବାବେଳେ ଏସଆଇଟି LVA ଟେଷ୍ଟ ପାଇଁ ଆବେଦନ କରିଥିଲା । ଯାହା ଉପରେ ଆଜି ଶୁଣାଣୀ କରିପାରନ୍ତି କୋର୍ଟ ।

ଯଦୁପୁର ନାବାଳିକା ଅପହରଣ ଓ ହତ୍ୟା ମାମଲା; LVA ଆବେଦନ ଉପରେ ଆଜି ଶୁଣାଣି

ତେବେ ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତ ନାବାଳକର ସବୁ ବିଚାର ନୟାଗଡ଼ ପୋକ୍ସୋ କୋର୍ଟରେ ହେବା ନେଇ ରାୟ ଶୁଣାଇଥିଲେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 5, 2021, 10:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.