ETV Bharat / state

ଆଦର୍ଶ ବିଦ୍ୟାଳୟ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

author img

By

Published : Aug 5, 2021, 10:30 PM IST

ନୟାଗଡ଼ ଜିଲ୍ଲା ନୋତରସ୍ଥିତ ଆଦର୍ଶ ସ୍କୁଲରେ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ । ଗେଟରେ ତାଲା ପକାଇଲେ ଅଭିଭାବକ । ପୋଲିସ ପହଞ୍ଚି ବୁଝାସୁଝା ପରେ ଥମିଲା ଉତ୍ତେଜନା । ଅଧିକ ପଢନ୍ତୁ...

ଆଦର୍ଶ ସ୍କୁଲ ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନୟାଗଡ଼: ନୋତରସ୍ଥିତ ଆଦର୍ଶ ସ୍କୁଲର ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇ ଧାରଣା ଦେଇ ଏହାର ପ୍ରତିବାଦ କରିଛନ୍ତି l ଜାଣିଶୁଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ମାର୍କ କାଟିଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ।

ଯେଉଁମାନେ କ୍ଲାସରେ ସର୍ବଦା କମ ମାର୍କ ରଖୁଥିଲେ, ସେମାନେ ଅଧିକ ମାର୍କ ରଖିଥିବାବେଳେ ମେଧାବୀ ଛାତ୍ରଛାତ୍ରୀଙ୍କୁ କମ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଛି l ପରେ ଇଟାମାଟି ପୋଲିସ ଆସି ଅଭିଭାବକ ଓ ପ୍ରିନ୍ସପାଲଙ୍କୁ ବସାଇ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.