ETV Bharat / state

ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଡହଳ ବିକଳ ପାତ୍ରମୁଣ୍ଡା

ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ପାତ୍ରମୁଣ୍ଡା ଠାରେ ଦେଖିବାକୁ ମିଳିଛି ପାନୀୟଜଳ ସମସ୍ୟା l ପାତ୍ରମୁଣ୍ଡାର ନାୟକ ସାହିରେ ପ୍ରାୟ 60ରୁ ଉର୍ଦ୍ଧ ପରିବାର ବସବାସ ରହୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ରହିଛି । ଅଧିକ ପଢନ୍ତୁ..

ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

author img

By

Published : Mar 20, 2020, 11:28 PM IST

ନବରଙ୍ଗପୁର: ଜିଲ୍ଲାର ବ୍ଲକ ତାରାଗାଁ ପଞ୍ଚାୟତ ଅନ୍ତର୍ଗତ ପାତ୍ରମୁଣ୍ଡା ଠାରେ ଦେଖିବାକୁ ମିଳିଛି ପାନୀୟଜଳ ସମସ୍ୟା l ପାତ୍ରମୁଣ୍ଡାର ନାୟକ ସାହିରେ ପ୍ରାୟ 60ରୁ ଉର୍ଦ୍ଧ ପରିବାର ବସବାସ ରହୁଥିବା ବେଳେ ମାତ୍ର ଗୋଟିଏ ନଳକୂପ ରହିଛି ।

ସେହି ନଳକୂପ ଗୋଟିଏ ମାସରୁ ଉର୍ଦ୍ଧ ଦିନ ହେବ ଅଚଳ ହୋଇ ପଡ଼ି ରହିଛି ଫଳରେ ନାୟକ ସାହିର ମହିଳା ଅନ୍ୟ ସାହି ଓ ସ୍କୁଲ ପାଖରେ ଥିବା ନଳକୂପରୁ ପାଣି ଆଣି ବ୍ୟବହାର କରୁଥିବା ମତ ପ୍ରକାଶ କରିଛନ୍ତି ।

ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

ସାହିର ନଳକୂଅଟି ଖରାପ ହୋଇଥବାରୁ ସାହିର ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ 20ହଜାର ବିଶିଷ୍ଠ ପାଣି ଟାଙ୍କି ରହିଛି କିନ୍ତୁ ଟାଙ୍କିରେ ପାଣି ଚଡୁ ନଥିବାରୁ ଜଳ ଯୋଗାଣ ହୋଇପାରୁନଥିବା ଗ୍ରାମବାସୀ ମତ ଵ୍ୟକ୍ତ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେଣୁ ଯଥା ଶୀଘ୍ର ଜିଲ୍ଲା ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.