ETV Bharat / state

ରାଇଘରରେ ପୋଲିସ ପକ୍ଷରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ନବରଙ୍ଗପୁର ଜିଲ୍ଲାର ରାଇଘର ଠାରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଗାଡି ଚାଳକ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

sadaka surakhya raighar
ରାଇଘରରେ ପୋଲିସ ପକ୍ଷରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
author img

By

Published : Jan 17, 2020, 3:56 AM IST

ନବରଙ୍ଗପୁର: ଜିଲ୍ଲାର ରାଇଘର ଠାରେ ପୋଲିସ ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏଥିରେ ଅରବିନ୍ଦ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।

ରାଇଘରରେ ପୋଲିସ ପକ୍ଷରୁ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ଲାକାର୍ଡ, ବ୍ୟାନର ଓ ଗୋଲାପ ଫୁଲ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା, ହେଲମେଟ୍ ପିନ୍ଧି ଗାଡ଼ି ଚଲାଇବା, ମଦ ପିଇ ଗାଡ଼ି ନ ଚଲାନ୍ତୁ, ଟ୍ରାଫିକ ନିୟମ ମାନନ୍ତୁ, ସିଟ ବେଲ୍ଟ ପିନ୍ଧି ଗାଡ଼ି ଚଲାନ୍ତୁ ଆଦି ନାରା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ ।

ଏହି ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ ଅଧିକାରୀ ନୀତିଶ କୁସଲକର, ରାଇଘର ଥାନା ଅଧିକାରୀ ସରିତା ମହାପାତ୍ର, ଅରବିନ୍ଦ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ଲତା ପାଢ଼ୀ, ଉପଅଧ୍ୟପକ ହେମନ୍ତ କୁମାର ଚର୍ଚ୍ଚି ଯୋଗଦେଇ ସଡ଼କ ସୁରକ୍ଷା ଉପେର ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଗାଡ଼ି ଚାଳକ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରଥିବା ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ରାଇଘରରେ ପୋଲିସ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ଫର୍ମାଟ-ଏଭିଓ,୧୬/୦୧/୨୦
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------
ଆଙ୍କର--ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ପୋଲିସ ପକ୍ଷରୁ ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି।ଏଥିରେ ଅରବିନ୍ଦ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ,ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ପ୍ଲାକାର୍ଡ , ବ୍ୟାନର ଓ ଗୋଲାପ ଫୁଲ ଧରି ସଡ଼କ ସୁରକ୍ଷା ଜୀବନ ରକ୍ଷା , ହେଲମେଟ୍ ପିନ୍ଧି ଗାଡ଼ି ଚଲାଇବା ,ମଦ ପିଇ ଗାଡ଼ି ନ ଚଲାନ୍ତୁ , ଟ୍ରାଫିକ ନିୟମ ମାନନ୍ତୁ ,ସିଟ୍ ବେଲ୍ଟ ପିନ୍ଧି ଗାଡ଼ି ଚଲାନ୍ତୁ ଆଦି ନାରା ଦେଇ ଲୋକମାନଙ୍କୁ ସଚେତନତା କରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ ଅଧିକାରୀ ନୀତିଶ କୁସଲକର ,ରାଇଘର ଥାନା ଅଧିକାରୀ ସରିତା ମହାପାତ୍ର, ଅରବିନ୍ଦ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ଲତା ପାଢ଼ୀ ,ଉପ ଅଧ୍ୟପକ ହେମନ୍ତ କୁମାର ଚର୍ଚି ଯୋଗ ଦେଇ ସଡ଼କ ସୁରକ୍ଷା ଉପେର ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ଶତାଧିକ ଗାଡ଼ି ଚାଳକ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରଥିବା ଦେଖିବା କୁ ମିଳିଥିଲା।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.