ETV Bharat / state

Court Summer Vacation: ଜୁନ ୨୦ରେ ଖୋଲିବ ରାଜ୍ୟର ସମସ୍ତ କୋର୍ଟ - ନବରଙ୍ଗପୁର ଖବର

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଏନେଇ ଓଡିଶା ହାଇକୋର୍ଟ ରାଜ୍ୟର ସମସ୍ତ କୋର୍ଟ ଗୁଡିକୁ ମେ ୨୩ରୁ ଜୁନ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଅବକାଶ ଛୁଟି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Court Summer Vacation:ଜୁନ ୨୦ରେ ଖୋଲିବ ରାଜ୍ୟର ସମସ୍ତ କୋର୍ଟ

author img

By

Published : May 21, 2022, 7:24 AM IST

ନବରଙ୍ଗପୁର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଏନେଇ ଓଡିଶା ହାଇକୋର୍ଟ ରାଜ୍ୟର ସମସ୍ତ କୋର୍ଟ ଗୁଡିକୁ ମେ ୨୩ରୁ ଜୁନ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଅବକାଶ ଛୁଟି ଘୋଷଣା କରିଛନ୍ତି । ଏ କ୍ରମରେ ନବରଙ୍ଗପୁର ଜିଲ୍ଲାର ଦେଓ୍ବାନୀ କୋର୍ଟ ଗୁଡିକ ମଧ୍ୟ ବନ୍ଦ ରହିବ ।

ଜୁନ ୨୦ରେ କୋର୍ଟ ଗୁଡିକ ଖୋଲିବ । ଏହି ସମୟରେ ଫୌଜଦାରୀ ମାମଲା ଗୁଡ଼ିକର ଶୁଣାଣୀ ଓ ବିଚାର ଯଥାରିତି ମଧ୍ୟ ଚାଲୁରହିବ । ଏହାସହ ଜୁନ ୩୦ରେ ମଧ୍ୟ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ କୋର୍ଟ ଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏନେଇ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସମ୍ପାଦକ ରାମ ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.