ETV Bharat / state

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଗୁମଣ୍ଡଳୀ ଗାଁରେ ଦକ୍ଷିଣାଞ୍ଚଳ ଡିଆଇଜି

author img

By

Published : Dec 30, 2019, 10:55 PM IST

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁମଣ୍ଡଳୀ ଗାଁ ଗସ୍ତ କରିଛନ୍ତି ।

nabarangpur
ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଗୁମଣ୍ଡଳୀ ଗ୍ରାମ ପରିଦର୍ଶନ

ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଗୁମଣ୍ଡଳୀ ଗାଁ ଗସ୍ତ କରିଛନ୍ତି । ଗୁମଣ୍ଡଳୀ ଗାଁ ଗସ୍ତ କରି ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ଦେଖିବା ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଏହା ସହ ନବରଙ୍ଗପୁର ଏସପିଙ୍କ ସହ ଘଟଣାର ତଦନ୍ତର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଗୁମଣ୍ଡଳୀ ଗ୍ରାମ ପରିଦର୍ଶନ

ଦକ୍ଷିଣାଞ୍ଚଳ ଡ଼ିଆଇଜି ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସଂପର୍କରେ ସବିଶେଷ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯାଇ ମୃତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଘଟଣାର ୧୬ ଦିନ ପରେ ମଧ୍ୟ ପୋଲିସକୁ କୌଣସି ସଫଳତା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଡିଆଇଜିଙ୍କ ଗୁମଣ୍ଡଳୀ ଗ୍ରାମ ପରିଦର୍ଶନ
ଫର୍ମାଟ - ଏଭିଓ, ୩୦/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------
ଆଙ୍କର - ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ଗୁମଣ୍ଡଳୀ ଗ୍ରାମ ଗସ୍ତ,ନାବାଳିକା କୁ ଗଣ ଧର୍ଷଣ ଓ ହତ୍ୟା ଅଭିଯୋଗ ଘଟଣାରେ ନାବାଳିକା ଙ୍କ ମୃତ ଦେହ ମିଳିଥିବା ସ୍ଥାନ ପରିଦର୍ଶନ କରିବା ସହ ନବରଙ୍ଗପୁର ଏସପି ଙ୍କ ସହ ଘଟଣା ର ତଦନ୍ତ ବିଷୟରେ ସମୀକ୍ଷା କରିଥିଲେ । ପିଡୀତାର ପରିବାରକୁ ଭେଟି ଘଟଣା ବାବଦରେ ସବିଶେଷ ଆଲୋଚନା କରିବା ସହିତ ଖୁବ ଶୀଘ୍ର ଦୋଷୀ ଙ୍କୁ ଗିରଫ କରି ମୃତ ପିଡିତା ଙ୍କୁ ନ୍ୟାୟ ପ୍ରଦାନ ନେଇ ଆଶ୍ୱାସନା ଦେଇଥିଲେ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ବାବଦରେ କୌଣସି ଖୁଲାସା କରିଥିବା ପାରି ନଥିବାବେଳେ ଘଟଣା ଘଟିବାର ୧୬ ଦିନ ପରେ ଘଟଣା ସ୍ଥଳ କୁ ପରିଦର୍ଶନ କରିଛନ୍ତି ଡିଆଇଜି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.