ETV Bharat / state

ହଜ ଯାତ୍ରାରେ ଗଲେ ଦମ୍ପତି - ହଜ ଯାତ୍ରା

ହଜ ଯାତ୍ରାରେ ଗଲେ ଦମ୍ପତି । 40 ଦିନିଆ ହଜ ଯାତ୍ରା କରିଛନ୍ତି ମହମ୍ମଦ ସାଫିକ କ୍ୟୁରେସି ଓ ତାଙ୍କ ପତ୍ନୀ ହଫିଜା ବାନୁ।

ଫାଇଲ ଫଟୋ
author img

By

Published : Jul 30, 2019, 2:51 PM IST

ନବରଙ୍ଗପୁର: ହଜ ଯାତ୍ରାରେ ଗଲେ ଦମ୍ପତି । ଆରବ ଦେଶକୁ ତୀର୍ଥ ପାଇଁ ଯାତ୍ରା କରିଛନ୍ତି ନବରଙ୍ଗପୁରର ଦମ୍ପତି । ମସଜିଦରୁ ନମାଜ ପାଠ କରିବା ପରେ ଏକ ଶୋଭାଯାତ୍ରାରେ ବାହାରି ଥିଲେ ସ୍ବାମୀ, ସ୍ତ୍ରୀ । 40 ଦିନିଆ ହଜ ଯାତ୍ରା କରିଛନ୍ତି ମହମ୍ମଦ ସାଫିକ କ୍ୟୁରେସି ଓ ତାଙ୍କ ପତ୍ନୀ ହଫିଜା ବାନୁ।

ଏହି ଯାତ୍ରାରେ ବାହାରିବା ସମୟରେ ସେମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ କଲିକତା ପହଞ୍ଚିବା ପରେ ଆସନ୍ତା 1 ତାରିଖରୁ ମକ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ସେ ମକ୍କା ଓ ମଦିନାକୁ ତୀର୍ଥ ନିମନ୍ତେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ 11 ଜଣ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ଏଙ୍କର- ହଜ ଯାତ୍ରା ରେ ଗଲେ ନବରଙ୍ଗପୁର ର ଦମ୍ଫତ୍ତି।ମୁସଲମାନ ସମ୍ପ୍ରଦାୟ ତରଫରୁ ମସଜିଦ ରୁ ନବାଜ ପାଠ କରିବା ପରେ ଏକ ଶୋଭାଯାତ୍ରାରେ ବାହାରି ହଜ ଯାତ୍ରା କରିଛନ୍ତି ।ଦୀର୍ଘଦିନ ଧରି ହଜ ଯିବାକୁ ସୁଯୋଗ ମିଳିବାରୁ ନିଜକୁ ଧନ୍ୟ ମନେ କରି 40 ଦିନିଆ ହଜ ଯାତ୍ରା କରିଛନ୍ତି ମହମ୍ମଦ ସାଫିକ କ୍ୟୁରେସି ଓ ତାଙ୍କ ପତ୍ନୀ ହଫିଜା ବାନୁ।ଏହି ଯାତ୍ରାରେ ବାହାରିବା ସମୟରେ ସେମାନଙ୍କୁ ବିପୁଳ ସମ୍ଭର୍ଦ୍ଦନା ଦିଆଯାଇଥିଲା।ପ୍ରଥମେ କଲିକତା ପହଞ୍ଚିବା ପରେ ଆସନ୍ତା 1 ତାରିଖରୁ ମକ୍କା ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡିଛି।ସୂଚନାଯୋଗ୍ୟ ଯେ ମକ୍କା ଓ ମଦ୍ଦିନ। କୁ ତୀର୍ଥ ନିମନ୍ତେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ 11 ଜଣ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି

Body:ନବରଙ୍ଗପୁର ରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Conclusion:ତପନ କୁମାର ବିଷୋୟୀ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.