ETV Bharat / state

ଲୋକ ଲଜ୍ଜା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଖଡକା ଗାଁରେ ଏଭଳି ଅଭାବନୀୟ ଘଟଣା । ଲୋକ ଲଜ୍ଜା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା । ଅଧିକ ପଢନ୍ତୁ...

hanging dead body rescued of newlyweds in nabarangpur
ଲୋକ ଲଜ୍ୟା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା
author img

By

Published : Jan 3, 2021, 8:30 PM IST

Updated : Jan 3, 2021, 8:55 PM IST

ନବରଙ୍ଗପୁର: ଲୋକ ଲଜ୍ଜା ସହି ନ ପାରି ଜୀବନ ହାରିଲେ ନବଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡଖଡକା ଗାଁରେ ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବିବାହିତ ପ୍ରେମିକ ତୁଲେଶ୍ବର ମାଝୀ ଓ ନବବିବାହିତା ଦ୍ବିତୀୟ ସ୍ତ୍ରୀ ଉର୍ମି ଗଣ୍ଡଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଲୋକ ଲଜ୍ୟା ସହ୍ୟ କରି ନପାରି ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ଦୁଇ ମୃତଦେହ ଉଦ୍ଧାର କରିଛି ।

ଲୋକ ଲଜ୍ଜା ସହି ନପାରି ନବଦମ୍ପତିଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ, ତୁଲେଶ୍ବର ପୂର୍ବରୁ ବିବାହିତ ଥିବାବେଳେ ତାଙ୍କର କୌଣସି ସନ୍ତାନ ହେଉନଥିଲେ । ଇତିମଧ୍ୟରେ ଯୁବକଙ୍କର ଉର୍ମିଙ୍କ ସହ ସମ୍ବନ୍ଧ ଗଢି ଉଠିଥିଲା । ଉଭୟ ଗତ ଦୁଇଦିନ ତଳେ ବିବାହ କରିଥିଲେ ।

ମାତ୍ର ପୂର୍ବ ପନ୍ତ୍ରୀ ଥାଇ ମଧ୍ୟ ସେ ଦ୍ବିତୀୟ ବିବାହ କରିଥିବାରୁ ଲୋକମାନେ ଟାହିଟାପରା କରୁଥିଲେ । ଯାହାକୁ ସହ୍ୟ କରି ନପାରି ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jan 3, 2021, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.