ETV Bharat / state

ନବରଙ୍ଗପୁରରୁ ପୁଣି 33 ପଜିଟିଭ ଚିହ୍ନଟ - କୋରୋନା ଭାଇରସ ଖବର

ନବରଙ୍ଗପୁର ଜିଲ୍ଲାରୁ ପୁଣି 33 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ସଚେତନ ରହିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରୁ ପୁଣି 33 ପଜିଟିଭ ଚିହ୍ନଟ

author img

By

Published : Jul 31, 2020, 4:07 PM IST

ନବରଙ୍ଗପୁର: କୋରୋନା ସଂକ୍ରମଣରେ ତ୍ରିଶତକ ମୁହାଁ ନବରଙ୍ଗପୁର । ଶନିବାର ଜିଲ୍ଲାରୁ ପୁଣି ୩୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ପୁଣି 33 ପଜିଟିଭ ଚିହ୍ନଟ

ଶନିବାର ଚିହ୍ନଟ ହୋଇଥିବା ସମସ୍ତ 33 ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିହ୍ନଟ ହୋଇଥିବା ୩୩ ଜଣ କୋରୋନା ପଜିଟିଭ ମଧ୍ୟରୁ ନବରଙ୍ଗପୁର ପୌରପାଳିକାରୁ ସର୍ବାଧିକ ୧୮ ଜଣ ପଜିଟିଭ ରହିଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୨୮୦ ଜଣ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି l ବର୍ତ୍ତାମାନ ଜିଲ୍ଲାରୁ ୯୪ ଜଣ କୋରୋନା ପଜିଟିଭ ସକ୍ରିୟ ରହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.