ETV Bharat / state

ଲକଡାଉନ: ଗାଁ ମୁଣ୍ଡରେ ବାଉଁସ ବାଡ କଲେ ଆଦିବାସୀ

author img

By

Published : Apr 7, 2020, 11:06 PM IST

Updated : Apr 8, 2020, 12:47 PM IST

ଲକଡାଉନ ମଧ୍ୟରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା କିଛି ଗାଁର ସ୍ଥିତି ପରଖିଛି ଇଟିଭି ଭାରତ। ଅଧିକ ପଢ଼ନ୍ତୁ...

od_mbjlockdown
ଆଦାବାସୀ ଇଲାକାରେ ଲକଡାଉନ, ସ୍ଥିତି ପରଖିଲା ଇଟିଭି ଭାରତ

ମୟୁରଭଞ୍ଜ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ରହିଛି ଲକଡାଉ । ସମସ୍ତଙ୍କୁ ଘରେ ରହିବାକୁ ସରକୀର ଦେଉଛନ୍ତି ପରାମର୍ଶ । ଏଭଳି ସ୍ଥିତିରେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା କିଛି ଗାଁର ସ୍ଥିତି ପରଖିଛି ଇଟିଭି ଭାରତ ।

ଲକଡାଉନ: ଗାଁ ମୁଣ୍ଡରେ ବାଉଁସ ବାଡ କଲେ ଆଦିବାସୀ

ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଛି ମାରାତ୍ମକ କୋରୋ ଭାଇରସ । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ତେଣୁ ସମଗ୍ର ଦେଶରେ ହୋ ଦେଶକୁ ବନ୍ଦ ରଖାଯାଇଛି । ଆଉ ଏହି ବନ୍ଦକୁ କଡାକଡି ଭାବେ ପାଳନ କରୁଛନ୍ତି ମୟୁରଭଞ୍ଜର ଆଦିବାସୀ ସମ୍ପ୍ରଦାୟ । ସଚେତନ ରହିବା ସହ ଗାଁରୁ ବାହାରକୁ ଯାଉନାହାନ୍ତି । ଜିଲ୍ଲା ମୋରଡ଼ା ବ୍ଲକର ଆଦିବାସୀ ଗାଁ ତାଡ଼କି, ସୁନାହଜା ସହ ଅନେକ ଆଦିବାସୀ ଗାଁ ଯୁବକ ମାନେ ଗାଁ ମୁଣ୍ଡରେ ବାଡ ଦେଇ ଗାଁକୁ ସିଲ କରିଛନ୍ତି । ଗାଁକୁ ଅନ୍ୟ ଗାଁ ଲୋକଙ୍କ ପ୍ରବେଶରେ କଟକଣା ଲଗାଇବା ସହ ଜରୁରୀ କାମ ନ ଥିଲେ ନିଜ ଗାଁ ରୁ ମଧ୍ୟ କାହାକୁ ବାହାରକୁ ଛାଡୁ ନାହାନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 8, 2020, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.