ETV Bharat / state

ମୟୂରଭଞ୍ଜରେ ଜନତା କର୍ଫ୍ୟୁ: ତାଳି-ଘଣ୍ଟ ବଜାଇ କୋରୋନା ସେବକଙ୍କୁ ଅଭିବାଦନ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁରେ ସାମିଲ ହେଲେ ମୟୂରଭଞ୍ଜବାସୀ । ତାଳି-ଘଣ୍ଟ ବଜାଇ କୋରୋନା ସେବକଙ୍କୁ କଲେ କୃତଜ୍ଞତା ଜ୍ଞାପନ ।

Janata curfew in Mayurbhanj: Greetings to Corona servant by clapping
ମୟୂରଭଞ୍ଜରେ ଜନତା କର୍ଫ୍ୟୁ: ତାଳି-ଘଣ୍ଟ ବଜାଇ କୋରୋନା ସେବକଙ୍କୁ ଅଭିବାଦନ
author img

By

Published : Mar 22, 2020, 8:57 PM IST

ବାରିପଦା: ଜନତା କର୍ଫ୍ୟୁକୁ ମିଳିଲା ସଫଳତା । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବାସୀଙ୍କୁ ଜନତା କର୍ଫ୍ୟୁରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣ ମଧ୍ୟ ଏହି ଜନତା କର୍ଫ୍ୟୁରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜରେ ଜନତା କର୍ଫ୍ୟୁ: ତାଳି-ଘଣ୍ଟ ବଜାଇ କୋରୋନା ସେବକଙ୍କୁ ଅଭିବାଦନ

ଜନତାଙ୍କ ସେବାରେ ନିୟୋଜିତ ଥିବା ସେବକମାନଙ୍କୁ କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ମୟୂରଭଞ୍ଜବାସୀ ସନ୍ଧ୍ୟାରେ ଘଣ୍ଟା, ହାତ ତାଳି ଓ ହୁଳହୁଳି ଦେଇ ସ୍ବାଗତ କରିଛନ୍ତି । ସେହିପରି ବାରିପଦା ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଜନସାଧାରଣ ଘରୁ ବାହାରକୁ ବାହାରି ଘଣ୍ଟା ଆଉ ହୁଲୁହୁଳି ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.