ETV Bharat / state

ବାଲୁକା କଳାରେ ‘ଗୁରୁ ଦିବସ’ର ଶୁଭେଚ୍ଛା

author img

By

Published : Sep 5, 2020, 4:33 PM IST

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶ ପବିତ୍ର ଗୁରୁ ଦିବସ ଭାବେ ପାଳନ କରିଥାଏ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବାଲୁକା କଳା ମାଧ୍ୟମରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।

ବାଲୁକା କଳା ମାଧ୍ୟମରେ ‘ଗୁରୁ ଦିବସ’ର ଶୁଭେଚ୍ଛା

ରାଇରଙ୍ଗପୁର: ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶ ପବିତ୍ର ଗୁରୁ ଦିବସ ଭାବେ ପାଳନ କରିଥାଏ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବାଲୁକା କଳା ମାଧ୍ୟମରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ବାଲୁକାଶିଳ୍ପୀ ଅଜୟ କୁମାର ଘୋଷ ବାଲୁକା କଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କୋରୋନା ସଚେତନତାର ବାର୍ତ୍ତା ସହ ଗୁରୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଫିତା କାଟି ବାଲୁକା କଳାର ଉଦଘାଟନ କରିଛନ୍ତି । ତେବେ ଲୋକେ ଏହାର ମନୋରମ ଦୃଶ୍ୟକୁ ଦେଖି ଖୁବ୍ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.