ETV Bharat / state

ଇଟିଭି ଭାରତ ପ୍ରଭାବ: ଖବର ପ୍ରସାରଣ ପରେ ସାଲଗେଙ୍କୁ ମିଳିଲା ସହାୟତା

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଅସହାୟ ନାବାଳିକା ପରିବାରକୁ ସହାୟତାର ହାତ ବଢାଇଲେ ରାମଦଳି ଯୁବକ ସଂଘ । ଅଧିକ ପଢନ୍ତୁ...

author img

By

Published : Jul 31, 2020, 8:48 PM IST

Updated : Aug 1, 2020, 8:55 AM IST

ଇଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସାଲବେଗଙ୍କ ପରିବାରକୁ ମିଳିଲା ସହାୟତା

ରାଇରଙ୍ଗପୁର: ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଅସହାୟ ନାବାଳିକା ପରିବାରକୁ ସହାୟତାର ହାତ ବଢାଇଲେ ରାମଦଳି ଯୁବକ ସଂଘ ।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ କୁଣ୍ଡୁରା ଗ୍ରାମରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ସାଲଗେ ନିଜ ପରିବାର ଚଳାଇବାକୁ ଏବଂ ରୋଗାଗ୍ରସ୍ତ ବାପାଙ୍କ ଚିକିତ୍ସା ପାଇଁ ରାସ୍ତା କଡରେ ବିକୁଥିଲା ହାଣ୍ଡିଆ । କିନ୍ତୁ ସେଥିରୁ ଉପାର୍ଜିତ ଅର୍ଥରେ ସେ ନିଜ ବାପାକୁ ଭଲ କରାଇବାଇରେ ଅସଫଳ ହୋଇଥିଲା । ଆଉ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସାଲଗେଙ୍କ ବାପା । ସେପଟେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସାଲଗେଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇବାକୁ ଆଗେଇ ଆସିଥିଲେ ରାମଦଳି ଯୁବକ ସଂଘ ।

ରାମଦଳି ଯୁବକ ସଂଘ ରାସନ ସାମଗ୍ରୀ ସହ କୁଣ୍ଡୁରା ଗ୍ରାମରେ ପହଞ୍ଚି ସାଲଗେଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରାମଦଳିର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ସରକାରୀ ସହାୟତା ପ୍ରଦାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇବା ସହିତ ବିଭିନ୍ନ ସଂଗଠନକୁ ମଧ୍ୟ ସହାୟତାର ହାତ ବଢ଼ାଇବା ନେଇ ଅନୁରୋଧ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Aug 1, 2020, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.