ETV Bharat / state

କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହକୁ ବିଜେଡିର ବର୍ଜନ - କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହ

କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହକୁ ବିଜେଡିର ବର୍ଜନ । ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଅବସ୍ଥାପିତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିବା ସତ୍ତ୍ବେ ରାଜସ୍ବ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କୁ ନିମନ୍ତ୍ରଣ ନ ଦେବାକୁ ମୟୂରଭଞ୍ଜ ବିଜୁ ଯୁବ ଛାତ୍ର ଜନତା ଦଳ ଏକ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ସମାଲୋଚନା କରିବା ସହିତ ନିନ୍ଦା କରିଛି ।

କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହକୁ ବିଜେଡିର ବର୍ଜନ

author img

By

Published : Oct 8, 2020, 5:35 PM IST

ରାଇରଙ୍ଗପୁର: କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହକୁ ବିଜେଡିର ବର୍ଜନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଉପେକ୍ଷା କରାଯାଇଥିବା ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ସମାରୋହକୁ ବିଜେଡିର ବର୍ଜନ

ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଅବସ୍ଥାପିତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଥିବା ସତ୍ତ୍ବେ ରାଜସ୍ବ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦଙ୍କୁ ନିମନ୍ତ୍ରଣ ନ ଦେବାକୁ ମୟୂରଭଞ୍ଜ ବିଜୁ ଯୁବ ଛାତ୍ର ଜନତା ଦଳ ତୀବ୍ର ସମାଲୋଚନା କରିବା ସହିତ ନିନ୍ଦା କରିଛି ।

କେନ୍ଦ୍ରର ବିଜେପି ସରକାର ହୀନ ରାଜନୀତି କରି ମୟୂରଭଞ୍ଜ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି କରୁଥିବାର ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜର ବିଜେଡି ଯୁବ ନେତା । ଏହାକୁ ପ୍ରତିବାଦ କରି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନୀ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ ସହ ବିଜେଡି ଜନପ୍ରତିନିଧି ଓ କର୍ମୀମାନେ ଯୋଗଦାନ କରିନଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.