ETV Bharat / state

ACF ସୌମ୍ୟ ମୃତ୍ୟୁ ଘଟଣା, ବିଦ୍ୟାଭାରତୀଙ୍କୁ ମାରାଥନ ଜେରା

ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଘଟଣା ଏବେ ବି ସନ୍ଦେହ ଘେରରେ । ପୁଣି ଥରେ କ୍ରାଇମବ୍ରାଞ୍ଚ ଏବଂ CAWର ପାଞ୍ଚ ଜଣିଆ ଟିମ କପ୍ତିପଦା ଗୌଡ଼ଗାଁରେ ଥିବା ବିଦ୍ୟାଙ୍କ ଘରେ ପହଞ୍ଚି ପଚରା ଉଚରା କରିଛନ୍ତି । ଅଧିକ ପଢନ୍ତୁ...

ଏସିଏଫ ସୌମ୍ୟ ମୃତ୍ୟ ଘଟଣା, କ୍ରାଇମବ୍ରାଞ୍ଚ ଏବଂ CAWA ପକ୍ଷରୁ ବିଦ୍ୟାଭାରତୀଙ୍କୁ ଜେରା

author img

By

Published : Sep 2, 2021, 10:58 PM IST

ମୟୂରଭଞ୍ଜ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି। ଆଜି (ଗୁରୁବାର) ଅଧିକ ତଥ୍ଯ ପାଇଁ ମୟୂରଭଞ୍ଜ କପ୍ତିପଦା ଗୌଡ଼ଗାଁର ବିଦ୍ୟାଭାରତୀଙ୍କ ଘରେ କ୍ରାଇମବ୍ରାଞ୍ଚ ଏବଂ CAW( crime against women)ର ପାଞ୍ଚ ଜଣିଆ ଟିମ ପହଞ୍ଚି ଜେରା କରିଛନ୍ତି ।

ACF ସୌମ୍ୟ ମୃତ୍ୟୁ ଘଟଣା, ବିଦ୍ୟାଭାରତୀଙ୍କୁ ମାରାଥନ ଜେରା

ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ସହ CAW( crime against women) ର ଦୁଇ ଜଣ ମହିଳା ଅଧିକାରୀଙ୍କ ସହ ମୋଟ ପାଞ୍ଚ ଜଣ ପ୍ରଥମେ କପ୍ତିପଦା ଥାନାରେ ପହଞ୍ଚିବା ପରେ ଦିନ ୧ ଟା ୫୦ ମିନିଟରୁ ବିଦ୍ୟାଭାରତୀଙ୍କ ଘରେ ବିଦ୍ୟାଭାରତୀଙ୍କୁ ଏବଂ ତାଙ୍କ ବାପା ମାଙ୍କୁ ମାରାଥନ ଜେରା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.