ETV Bharat / state

ବାହାହେଲେ ପୂର୍ଣ୍ଣିମା ହେମ୍ବ୍ରମ, ମ୍ୟାରେଜରେ ଉଦଘାଟନ କଲେ ମ୍ୟାଚ - ବାହା ହେଲେ ପୂର୍ଣ୍ଣିମା ହେମ୍ବ୍ରମ

ଇଣ୍ଟରନ୍ୟାସନାଲ ଆଥଲେଟ ପୁର୍ଣ୍ଣିମା ହେମ୍ବ୍ରମଙ୍କ ବାହାଘର ଦିନ ଶ୍ବଶୁର ଘର ଯିବା ପୂର୍ବରୁ 2ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଉଦ୍‌ଘାଟନ କରି ସମାଜକୁ ଏକ ମହାନ ବାର୍ତ୍ତା ଦେଇଛନ୍ତି ସେ।

athlete
athlete
author img

By

Published : Dec 15, 2019, 10:42 PM IST

ରାଇରଙ୍ଗପୁର: ବିବାହ ଦିନରେ ବି ଉଦଘାଟନ କଲେ ଫୁଟବଲ ଟୁର୍ଣ୍ଣାମେଣ୍ଟ। ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅସନା ଗ୍ରାମରେ ଅଭିନବ ଢଙ୍ଗରେ ବାହାଘର। ଇଣ୍ଟରନ୍ୟାସନାଲ ଆଥଲେଟ ପୁର୍ଣ୍ଣିମା ହେମ୍ବ୍ରମ ବାହାଘର ଦିନ ଶ୍ବଶୁର ଘର ଯିବା ପୂର୍ବରୁ 2ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଉଦ୍‌ଘାଟନ କରି ସମାଜକୁ ଏକ ମହାନ ବାର୍ତ୍ତା ଦେଇଛନ୍ତି ସେ।

ସାଧାରଣତଃ ଜଣେ ଝିଅ ବିଭାଘର ପରେ ନିଜ ଭିତରେ ଥିବା ପ୍ରତିଭା ଓ ଲକ୍ଷ୍ୟକୁ ପଛରେ ଛାଡି ଦେଇଥାଏ। ହେଲେ ପୂର୍ଣ୍ଣିମା ହେମ୍ବ୍ରମ ବିବାହ ଦିନ ହିଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରି ନିଜ ଭିତରେ ଥିବା କ୍ରୀଡାପ୍ରେମକୁ ଦେଖାଇଥିଲେ। ବ୍ୟସ୍ତତା ଭିତରେ ମଧ୍ୟ ସେ ଭୁଲି ଯାଇ ନଥିଲେ ନିଜ ପ୍ରତିଭାକୁ।

ବାହା ହେଲେ ପୂର୍ଣ୍ଣିମା ହେମ୍ବ୍ରମ

ସେ ବିବାହ ପରେ ମଧ୍ୟ ଖେଳିବା ନେଇ ସୂଚନା ଦେଇ ସମାଜକୁ ଓ ଆଗାମୀ ଆଥଲେଟଙ୍କୁ ଏକ ଭଲ ସନ୍ଦେଶ ଦେଇଛନ୍ତି ଯେ, ବିବାହ ପରେ ଜଣେ ଝିଅ ନିଜ ସ୍ବପ୍ନ ସାକାର କରିପାରିବ। ତାଙ୍କ ବିବାହ ଝାଡଖଣ୍ଡ ରାଜ୍ୟର ଅର୍ଜୁନ ହେମ୍ବ୍ରମଙ୍କ ସହ ଆଦିବାସୀ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅଭିନବ ଉପାୟରେ ବିବାହ, ଆଥଲେଟ ଙ୍କ ଜୀବନ ସାଥି ଆଥଲେଟ। ବିବାହ ଦିନରେ ବି ଉଦଘାଟନ କଲେ ଫୁଟବଲ ଟୁର୍ଣ୍ଣାମେଣ୍ଟ। ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅସନା ଗ୍ରାମରେ ଅଭିନବ ଢ଼ଙ୍ଗରେ ବାହାଘର, ଇଣ୍ଟରନ୍ୟାସନାଲ ଆଥଲେଟ ପୁର୍ଣ୍ଣିମା ହେମ୍ବ୍ରମ ଙ୍କ ବାହାଘର ଦିନ ଶ୍ବଶୁର ଘର ଯିବା ପୂର୍ବରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ଓ ଉଦଘାଟନ କରି କ୍ରିଡ଼ା ଜଗତ କୁ ଏକ ମହାନ ବାର୍ତ୍ତା ଦେଇଛନ୍ତି ପୂର୍ଣ୍ଣିମା। ସାଧାରଣତଃ ଜଣେ ଝିଅ ବିଭାଘର ପରେ ନିଜ ଭିତରେ ଥିବା ପ୍ରତିଭା ଓ ଲକ୍ଷ୍ୟ କୁ ପଛରେ ଛାଡି ଦେଇଥାଏ କିନ୍ତୁ ପୂର୍ଣ୍ଣିମା ହେମ୍ବ୍ରମ ବିବାହ ଦିନ ହିଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ କରି ନିଜ ଭିତରେ ଥିବା କ୍ରିଡ଼ା ପ୍ରେମ କୁ ଦେଖାଇଥିଲେ। ବ୍ୟସ୍ତତା ଭିତରେ ମଧ୍ୟ ସେ ଭୁଲି ଯାଇ ନଥିଲେ ନିଜ ପ୍ରତିଭା କୁ। ସେ ବିବାହ ପରେ ମଧ୍ୟ ଖେଳିବା ନେଇ ସୂଚନା ଦେଇ ସମାଜ କୁ ଓ ଆଗାମୀ ଆଥଲେଟ ମାନଙ୍କୁ ଏକ ଭଲ ସନ୍ଦେଶ ଦେଇଛନ୍ତି ଯେ ବିବାହ ପରେ ଜଣେ ଝିଅ ନିଜ ସ୍ବପ୍ନ ସାକାର କରିପାରିବ। ତେବେ ତାଙ୍କ ବିବାହ ଝାଡ଼ଖଣ୍ଡ ରାଜ୍ୟର ଅର୍ଜୁନ ହେମ୍ବ୍ରମ ଙ୍କ ସହ ଆଦିବାସୀ ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଥିଲା।
ବାଇଟ _ ପୂର୍ଣ୍ଣିମା ହେମ୍ବ୍ରମ, ଇଣ୍ଟରନ୍ୟାସନାଲ ଆଥଲେଟ(Heptathlon)Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.