ETV Bharat / state

ଶ୍ରେଣୀ ଗୃହରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

author img

By

Published : Jun 23, 2020, 1:10 PM IST

ସ୍କୁଲ ଶ୍ରେଣୀ ଗୃହରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ଅଜଗରଟିକୁ ଶିମିଳିପାଳ ଜଙ୍ଗଲରେ ଛଡାଯାଇଛି । ଅଧିକ ପଢନ୍ତୁ...

4-foot-long dragon rescued from classroom in mayurbhanj
ଶ୍ରେଣୀ ଗୃହରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଫୁଟିବଣି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଭିତରୁ ଅଜଗର ଉଦ୍ଧାର । ସ୍ନେକ ଲାଇଫ ଲାଇନ ସଦସ୍ୟ ଅଜଗରଟିକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ,ଶ୍ରେଣୀ ଗୃହରେ ଏକ ଅଜଗର ସାପ ପଶିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଉଦଳା ବନବିଭାଗ କର୍ମଚାରୀ ଓ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ।

ଶ୍ରେଣୀ ଗୃହରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ତେବେ, ଉଦ୍ଧାର ଅଜଗର ସାପଟିର ଲମ୍ବ ୮ ଫୁଟ ହେବ ବୋଲି ଜଣାପଡିଛି । ଉଦ୍ଧାର ହୋଇଥିବା ଅଜଗରଟିକୁ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.