ETV Bharat / state

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ଯାତାୟତ ଠପ

author img

By

Published : Aug 9, 2022, 7:25 PM IST

Updated : Aug 13, 2022, 7:22 AM IST

ତିନିଦିନ ଧରି ମାଲକାନଗିରି ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଯୋଗୁଁ ସୀମାନ୍ତ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଅଧିକ ପଢ଼ନ୍ତୁ

ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ଯାତାୟତ ଠପ
ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି, ଯାତାୟତ ଠପ

ମାଲକାନଗିରି: ଲଘୁଚାପ ପ୍ରଭାବରେ ମାଲକାନିଗିରି ଜିଲ୍ଲାରେ ଲାଗିରହିଛି ପ୍ରବଳ ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସୀମାନ୍ତ ସୁକୁମା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ରାସ୍ତା ଉପରେ ୨ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି ।

ଜଳବନ୍ଦୀ ସମସ୍ୟା ଯୋଗୁଁ ମାଲକାନଗିରି ଓ ଛତିଶଗଡ଼ର ସୁକୁମା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ସେହିଭଳି କାକୁର୍ କୁଣ୍ଡା ପୋଲ ଉପରେ ୩ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେବା ଫଳରେ ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସାଧାରଣ ଯାତାୟତ ଠପ ହୋଇଥିବା ବେଳେ ପୋଲର ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Aug 13, 2022, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.