ETV Bharat / state

ମାଲକାନଗିରି ଜିଲ୍ଲା ପଞ୍ଚାୟତ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମାଲକାନଗିରି ଜିଲ୍ଲାରେ ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି । ହେଲେ ସରପଞ୍ଚ ପଦ ଲାଗି 23 ଜଣ, ସମିତି ସଭ୍ୟ ପାଇଁ 13 ଜଣ, ୱାର୍ଡମେମ୍ବର ପଦରେ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

first day nomination in malkangiri
ମାଲକାନଗିରି ଜିଲ୍ଲା ପଞ୍ଚାୟତ ନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ
author img

By

Published : Jan 18, 2022, 8:47 PM IST

ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମାଲାକାନଗିରି ଜିଲ୍ଲାରେ ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି । ହେଲେ ସରପଞ୍ଚ ପଦ ଲାଗି 23 ଜଣ, ସମିତି ସଭ୍ୟ ପାଇଁ 13 ଜଣ, ୱାର୍ଡମେମ୍ବର ପଦରେ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ମାଲକାନଗିରି ଜିଲ୍ଲା ପଞ୍ଚାୟତ ନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ସମସ୍ତେ ନିଜ ପଞ୍ଚାୟତ ଓ ବ୍ଲକ ଅଫିସରେ କୋଭିତ ନିୟମ ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ୧୫ଟି ଜିଲ୍ଲାପରିଷଦ ସଭ୍ୟ , ୧୧୧ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୫୦୯ଟି ୱାର୍ଡମେମ୍ବର ପଦ ରହିଛି ।

ସେହିପରି 22ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ରହିଛି । ସେହିପରି ସମସ୍ତ ପ୍ରାର୍ଥୀ ପତ୍ର ଦାଖଲ ସ୍ଥାନରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ମୁତୟନ କରାଯାଇଛି ବୋଲି ଜିଲ୍ଲା ପଞ୍ଚାୟତ ଅଧିକାରୀ ଜୁଗଳ କିଶୋର ନାୟକ କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.