ETV Bharat / state

ମଣ୍ଡିରେ ଦଲାଲ ଗିରି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସନ୍ତୁଷ୍ଟ ଚାଷୀ

author img

By

Published : Jan 6, 2021, 9:07 AM IST

Updated : Jan 6, 2021, 10:34 AM IST

ମାଲକାନଗିରି ଏମଭି-୧୧ ନମ୍ବର ଠାରେ ଥିବା ମଣ୍ଡିରେ ଦଲାଲଗିରି ଚାଲିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଟୋକେନ୍ ମିଳିଥିବା ବେଳେ ଧାନ କିଣାଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ମଣ୍ଡିରେ ଦଲାଲ ଗିରି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସନ୍ତୁଷ୍ଟ ଚାଷୀ
ମଣ୍ଡିରେ ଦଲାଲ ଗିରି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସନ୍ତୁଷ୍ଟ ଚାଷୀ

ମାଲକାନଗିରି: ଜିଲ୍ଲାର ଏମଭି-୧୧ ନମ୍ବର ଠାରେ ଥିବା ମଣ୍ଡିରେ ଦଲାଲଗିରି ଚାଲିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି। ଯେଉଁ ଚାଷୀମାନଙ୍କର ଡିସେମ୍ବର ୧୬,୧୭,୧୯ ତାରିଖରେ ମଣ୍ଡିରେ ଧାନ ବିକ୍ରି ନେଇ ଟୋକେନ୍ ମିଳିଥିଲା।

ହେଲେ ଜାନୁୟାରୀ ୨,୩ ତାରିଖରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣାଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଚାଷୀମାନେ ଜିଲ୍ଳାପାଳଙ୍କୁ ଭେଟି ଏମଭି-୧୧ ମଣ୍ଡିରେ ହେଉଥିବା ଦଲାଲଗିରି ସମ୍ପର୍କରେ କହିଥିଲେ।

ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଦିଲୀପ କୁମାର ରଥଙ୍କୁ ଯୋଗାଯାଗ କରାଯିବା ପରେ ତଦନ୍ତ କରିବେ ବୋଲି କହିଛନ୍ତି। ପ୍ରକାଶ ଥାଉକି ଏମଭି -୧୧ ମଣ୍ଡିରେ ଗୌଡ଼ଗୁଡା ଏବଂ ସିନ୍ଧ୍ରିମାଲ ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି କରିପାରିବେ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jan 6, 2021, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.