ETV Bharat / state

ସବ୍ୟସାଚୀ ଓ ଜିଲ୍ଲାପାଳଙ୍କ ସହଯୋଗରେ ଭୁବନେଶ୍ବର ସ୍ଥାନାନ୍ତରିତ ହେଲେ କୋଭିଡ ରୋଗୀ - ଜିଲ୍ଲାପାଳଙ୍କ ସହଯୋଗରେ କୋଭିଡ଼ ରୋଗୀ ଭୁବନେଶ୍ବର ସ୍ଥାନାନ୍ତର

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଭାଇ ଅଭିନେତା ସବ୍ୟସାଚୀଙ୍କୁ ଭୁବନେଶ୍ବରର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଟ୍ବିଟ କରିଥିଲେ । ଏହାପରେ ମହିଳାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି । ଅଧିକ ପଢନ୍ତୁ...

ସବ୍ୟସାଚୀ ଓ ଜିଲ୍ଲାପାଳଙ୍କ ସହଯୋଗରେ  କୋଭିଡ଼ ରୋଗୀ ଭୁବନେଶ୍ବର ସ୍ଥାନାନ୍ତର

author img

By

Published : Jun 7, 2021, 6:56 PM IST

କୋରାପୁଟ: ସବ୍ୟସାଚୀଙ୍କୁ ଟ୍ବିଟ ପରେ ଭୁବନେଶ୍ବର ସ୍ଥାନାନ୍ତର ହେଲେ କୋରୋନା ରୋଗୀ । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଭାଇ ଅଭିନେତା ସବ୍ୟସାଚୀଙ୍କୁ ଭୁବନେଶ୍ବରର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଟ୍ବିଟ କରିଥିଲେ । ଏହାପରେ ମହିଳାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି ।

ସବ୍ୟସାଚୀ ଓ ଜିଲ୍ଲାପାଳଙ୍କ ସହଯୋଗରେ କୋଭିଡ଼ ରୋଗୀ ଭୁବନେଶ୍ବର ସ୍ଥାନାନ୍ତର

ସୂଚନା ମୁତାବକ, ବିଶ୍ବକଲ୍ୟାଣୀ ସାମଲ ନାମକ ମହିଳା ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉତ୍ତମ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରିବାକୁ ତାଙ୍କ ଭାଇ ସବ୍ୟସାଚୀଙ୍କୁ ଏକ ଟ୍ବିଟ କରିଥିଲେ । ଏହାପରେ ସେ କୋରାପୁଟ ଜିଲ୍ଲାପାଳଙ୍କୁ ଟ୍ବିଟ କରି ଏନେଇ ଜଣାଇଥିଲେ ।

ତେବେ ସବ୍ୟସାଚୀ ଏବଂ କୋରାପୁଟ ଜିଲ୍ଲାପାଳଙ୍କ ସହଯୋଗରେ ମହିଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ବ୍ୟକ୍ତିଗତ ଭାବେ ଯେଉଁମାନେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ପାଇଁ ଅନୁରୋଧ କରନ୍ତି ସେମାନଙ୍କୁ ଏପରି ବ୍ୟବସ୍ଥା କରାଯାଏ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

koraput news
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.