ETV Bharat / state

ଶ୍ରାବଣ ପ୍ରଥମ ସୋମବାର, ବୋଲବମ ଧ୍ବନିରେ ପ୍ରକମ୍ପିତ ଗୁପ୍ତେଶ୍ଵର ପୀଠ

author img

By

Published : Jul 22, 2019, 6:05 PM IST

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ସମସ୍ତ ଶୈବ ପୀଠରେ କାଉଡିଆଙ୍କ ପ୍ରବଳ ଭିଡ । ଦୂରଦୂରନ୍ତାରୁ ମାନସିକ ରଖି ଧାଇଁ ଆସିଥିବା କାଉଡିଆ ମାନେ ଶିବଙ୍କ ପାଖରେ ଜଳଲାଗି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ: ରାଜ୍ୟର ପ୍ରସିଦ୍ଧ ଶୈବପୀଠ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠ। ଏହି ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ସଂଖ୍ୟାରେ କାଉଡିଆଙ୍କ ଏଠାକୁ ସୁଅ ଛୁଟିଛି । ସମସ୍ତେ ଆସି ପାହାଡ଼ ଉପର ଗୁମ୍ଫାରେ ପୂଜାପାଉଥିବା ବିଶାଳ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି ।

ଭକ୍ତଙ୍କ ଏହି ଭିଡକୁ ଆଖିରେ ରଖି ପ୍ରଶାସନ ଓ ଦୁରୁଆ ସମାଜ ତରଫରୁ ଭକ୍ତଙ୍କୁ ସୁରକ୍ଷା ଯୋଗାଇଦେବା ସହ ଯାନବାହାନ ଚଳପ୍ରଚଳକୁ ବ୍ୟବସ୍ଥିତ କରିବା ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ

Intro:ରାଜ୍ୟର ପ୍ରସିଦ୍ଧ ଶୈବପୀଠ କୋରାପୁଟ ଜିଲ୍ଲା ର ଗୁପ୍ତେଶ୍ଵର ପୀଠରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଯାଇଛି ।Body:ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ରୁ ଅନେକ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଆସି ପାହାଡ଼ ଉପର ଗୁମ୍ଫାରେ ପୂଜାପାଉଥିବା ବିଶାଳ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି ।Conclusion:ଭକ୍ତଙ୍କ ଏହି ଭିଡକୁ ଆଖିରେ ରଖି ପ୍ରଶାସନ ଓ ଦୁରୁଆ ସମାଜ ତରଫରୁ ଭକ୍ତଙ୍କୁ ସୁରକ୍ଷା ଯୋଗାଇଦେବା ସହ ଯାନବାହାନ ଚଳପ୍ରଚଳକୁ ବ୍ୟବସ୍ଥିତ କରିବା ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
.........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.