ETV Bharat / state

କୋରାପୁଟରେ ଉଦଘାଟିତ ହେଲା 200 ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର - କୋରାପୁଟ କୋରୋନା ଅପଡେଟ

ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରାବାସ ରେ ଆଜି ଉଦଘାଟିତ ହୋଇଯାଇଛି 200 ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର ।

koraput 200-bed Covid Care Cente
କୋରାପୁଟରେ କୋବିଡ କେୟାର ସେଣ୍ଟର
author img

By

Published : May 18, 2020, 8:23 PM IST

କୋରାପୁଟ: ଜିଲ୍ଲାରେ ଆଜି ଉଦଘାଟିତ ହୋଇଯାଇଛି 200 ବେଡ ବିଶିଷ୍ଟ କୋଭିଡ କେୟାର ସେଣ୍ଟର । ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରାବାସରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ବାରା ଉଦଘାଟିତ ଏହି କେୟାର ସେଣ୍ଟରରେ 11 ଜଣ ଡାକ୍ତରଙ୍କ ସହିତ 15 ଜଣ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

କୋରାପୁଟରେ କୋବିଡ କେୟାର ସେଣ୍ଟର

କୋରୋନା ପ୍ରଭାବର ସାମାନ୍ୟ ଲକ୍ଷଣ ଦେଖାଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଠାରେ ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲାବେଳେ ସ୍ବାବ ନମୁନା ପରୀକ୍ଷା ପରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଜୟପୁରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.