ETV Bharat / state

ବେଆଇନ ମାଙ୍କଡା ଖଣିରେ ଚଢ଼ାଉ: ତିନି ଟ୍ରକ ଜବତ - raid of illigal laterite bricks

ବେଗୁନିଆ ତହସିଲ ଅଞ୍ଚଳରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରାଯାଇ ୩ଟି ପଥର ବୋଝେଇ ଟ୍ରକ ଜବତ କରାଯାଇଛି । ଅଧିକ ପଢନ୍ତୁ...

ବେଆଇନ ମାଙ୍କଡା ଖଣିରେ ଚଢ଼ାଉ: ତିନି ଟ୍ରକ ଜବତ

author img

By

Published : May 22, 2021, 9:38 PM IST

ଖୋର୍ଦ୍ଧା: ବେଗୁନିଆ ତହସିଲ ଅଞ୍ଚଳରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରାଯାଇ ୩ଟି ପଥର ବୋଝେଇ ଟ୍ରକ ଜବତ କରାଯାଇଛି । ଖଣିରୁ ପଥର ମାଫିଆମାନେ ମାଙ୍କଡା ପଥର ଉତ୍ତୋଳନ କରି ରାତି ଅଧିଆ ଚୋରା ଚାଲାଣ କରୁଛନ୍ତି l

ବେଆଇନ ମାଙ୍କଡା ଖଣିରେ ଚଢ଼ାଉ: ତିନି ଟ୍ରକ ଜବତ

ଏହାଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବେଗୁନିଆ ପୋଲିସ ଏଥିରେ ଲଗାମ ଲଗାଇବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ଥାନା କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଓଗାଳପୁର ଠାରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରିଥିଲେ । ସେଠାରୁ ୨ ଟି ପଥର ବୋଝେଇ ମିନିଟ୍ରକ ଏବଂ ଗୋଟିଏ ଟ୍ରକ ଜବତ କରି ତହସିଲ କାର୍ଯ୍ୟାଳୟରେ ରଖିଥିବା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.