ETV Bharat / state

ଚଳିତ ବର୍ଷ ପ୍ରତିକାତ୍ମକ ଭାବେ ଅନୁଷ୍ଠିତ ହେବ ପ୍ରସିଦ୍ଧ ମକର ମହୋତ୍ସବ

author img

By

Published : Jan 3, 2021, 6:07 AM IST

ଚଳିତ ବର୍ଷ ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହେବ ଖୋର୍ଦ୍ଧା ବାଘମାରି ପ୍ରସିଦ୍ଧ ମକର ମହୋତ୍ସବ । ଅଧିକ ପଢନ୍ତୁ...

The famous makar festival will be held in Khordha
ଚଳିତ ବର୍ଷ ପ୍ରତିକାତ୍ମ ଭାବେ ଅନୁଷ୍ଠିତ ହେବ ପ୍ରସିଦ୍ଧ ମକର ମହୋତ୍ସବ

ଖୋର୍ଦ୍ଧା: ଚଳିତ ବର୍ଷ ପ୍ରତିକାତ୍ମକ ଭାବେ ଅନୁଷ୍ଠିତ ହେବ ଖୋର୍ଦ୍ଧା ବାଘମାରି ପ୍ରସିଦ୍ଧ ମକର ମହୋତ୍ସବ । ଏନେଇ ଆଜି(ଶନିବାର)ଏକ ପ୍ରସ୍ତୁତି ବୈଠକ ବାବା ହଟକେଶ୍ୱରଙ୍କ ପୀଠରେ ବେଗୁନିଆ ବିଧାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଚଳିତ ବର୍ଷ ମକର ମହୋତ୍ସବକୁ କେବଳ ପ୍ରତୀକାତ୍ମକ ଭାବେ ପାଳନ କରାଯିବ ବୋଲି ଉପସ୍ଥିତ ବେଗୁନିଆ ତହସିଲଦାର ସୂଚନା ଦେଇଛନ୍ତି ।

ସେହିପରି ଚଳିତ ବର୍ଷ ଦୋକାନ ବଜାର ଏବଂ ମେଳା ଉପରେ କଟକଣା ଲାଗୁ କରାଯାଇଥିବା ବେଳେ କୋଭିଡ କଟକଣା ମଧ୍ୟରେ ଏବଂ ସରକାରଙ୍କ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ । ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.