ETV Bharat / state

JB Patnaik Birth Anniversary: ବ୍ୟକ୍ତି ନୁହେଁ ସେ ଥିଲେ ଅନୁଷ୍ଠାନ କହିଲେ ସୁର

ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିବସଟିକୁ ଖୋର୍ଦ୍ଧା ସ୍ଥିତ ଜାନକୀ ବଲ୍ଲଭ ଉଦ୍ୟାନରେ ପାଳିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Jan 3, 2022, 4:02 PM IST

JB Patnaik BDAY: ବ୍ୟକ୍ତି ନୁହେଁ ସେ ଅନୁଷ୍ଠାନ ଥିଲେ କହିଲେ ସୁରJB Patnaik BDAY: ବ୍ୟକ୍ତି ନୁହେଁ ସେ ଅନୁଷ୍ଠାନ ଥିଲେ କହିଲେ ସୁର
JB Patnaik BDAY: ବ୍ୟକ୍ତି ନୁହେଁ ସେ ଅନୁଷ୍ଠାନ ଥିଲେ କହିଲେ ସୁର

ଖୋର୍ଦ୍ଧା: ସେ କେବଳ ଜଣେ ରାଜନୈତିକ ବ୍ୟକ୍ତି ନଥିଲେ ସେ ଥିଲେ ଜଣେ ସାହିତ୍ୟିକ, ସାମ୍ବାଦିକ ଓ ବାଗ୍ନି ବ୍ୟକ୍ତିତ୍ବ । ହଜାର ଦିନରେ ହଜାରେ ଶିଳ୍ପର ବିନ୍ଧାଣି । ତେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୫ତମ ଜୟନ୍ତୀରେ ଏପରି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ବ୍ୟକ୍ତି ନୁହେଁ ସେ ଥିଲେ ଅନୁଷ୍ଠାନ କହିଲେ ସୁର

ଏହା ବି ପଢନ୍ତୁ: 9 ବିଦେଶୀ ମୃତ ପକ୍ଷୀ ଜବତ, ଦୁଇ ଶିକାରୀ ଗିରଫ

ଆଜି(ସୋମବାର) ସ୍ବର୍ଗତ ଜାନକୀଙ୍କ 95 ତମ ଜୟନ୍ତୀ । ଏହି ଦିବସଟିକୁ ଖୋର୍ଦ୍ଧା ସ୍ଥିତ ଜାନକୀ ବଲ୍ଲଭ ଉଦ୍ୟାନରେ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ସହ ବହୁ ଜାନକୀ ପ୍ରେମୀ ଯୋଗ ଦେଇ ସ୍ବର୍ଗତ ଜାନକୀବଲ୍ଲଭଙ୍କ ଓଡି଼ଶା ପ୍ରତି ଥିବା ଅବଦାନକୁ ମନେ ପକାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.