ETV Bharat / state

ରାସ୍ତା କଡରେ ପଡିଛି ଚାଷୀଙ୍କ ପାଇଁ ଆସିଥିବା ବିହନ ଓ କୀଟନାଶକ

ରାସ୍ତାକଡରେ ପଡି ରହିଛି ଲକ୍ଷାଧିକ ଟଙ୍କାର ଧଣିଚା ବିହନ ଓ କୀଟନାଶକ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଭୋଖା ଶଙ୍ଖଠାରେ । ଅଧିକ ପଢନ୍ତୁ

ରାସ୍ତା କଡରେ ପଡିଛି ଚାଷୀଙ୍କ ପାଇଁ ଆସିଥିବା ବିହନ ଓ କୀଟନାଶକ
ରାସ୍ତା କଡରେ ପଡିଛି ଚାଷୀଙ୍କ ପାଇଁ ଆସିଥିବା ବିହନ ଓ କୀଟନାଶକ
author img

By

Published : Dec 19, 2021, 10:41 PM IST

ଖୋର୍ଦ୍ଧା : ରାସ୍ତାକଡରେ ପଡି ରହିଛି ଲକ୍ଷାଧିକ ଟଙ୍କାର ଧଣିଚା ବିହନ ଓ କୀଟନାଶକ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ଭୋଖା ଶଙ୍ଖଠାରେ । ଏଠାରେ ଲକ୍ଷାଧିକ ଟଙ୍କାର ସରକାରୀ ଧଣିଚା ମଞ୍ଜି ଓ ଚକଡା ପୋକ ପାଇଁ ଆସିଥିବା ଔଷଧ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ ।

ରାସ୍ତା କଡରେ ପଡିଛି ଚାଷୀଙ୍କ ପାଇଁ ଆସିଥିବା ବିହନ ଓ କୀଟନାଶକ

ଏଥିପାଇଁ ଜିଲ୍ଲା କୃଷି ବିଭାଗକୁ ଦାୟୀ କରି ସ୍ଥାନୀୟ ଚାଷୀ ରବିବାର ରାସ୍ତାରେ ସାରବସ୍ତା ରଖି ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତା ଢ଼ଂଶର ନିକଟରେ ଅବରୋଧ କରିଥିଲେ । ତେବେ ଚାଷୀଙ୍କ ପାଇଁ ଆସିଥିବା ଏହି ବିହନ ଓ କୀଟନାଶକ ଚାଷୀଙ୍କୁ ଦିଆନଯାଇ କିଏ ଓ କାହିଁକି ଏଠାରେ ପକାଇଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ତା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.