ETV Bharat / state

ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ 2ୟ ଦିନରେ ଶ୍ରମିକଙ୍କ ଧାରଣା

ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନ । ସାରୁଅରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି ।

author img

By

Published : Nov 2, 2020, 1:52 PM IST

ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ 2ୟ ଦିନରେ  ଶ୍ରମିକଙ୍କ ଧାରଣା
ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ 2ୟ ଦିନରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନ । ସାରୁଅରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଫାଟକ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା ଦ୍ବିତୀୟ ଦିନରେ ପହଞ୍ଚିଛି ।

ଗତକାଲି (ରବିବାର) ସକାଳ 8ଟାରୁ ଷ୍ଟୁଡିଓର ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି । ଷ୍ଟୁଡିଓରେ ଶ୍ରମିକମାନଙ୍କୁ କର୍ତ୍ତୃପକ୍ଷ ଗାଳିଗୁଲଜ, ଧମକଚମକ ଦେବା ସହ କାମ ବନ୍ଦ କରିବା ନେଇ ଅଭିଯୋଗ କରିଛନ୍ତି । ଶ୍ରମିକ ମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଫଳରେ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକମାନେ ଧାରଣା ଦେଇଛନ୍ତି ।

ପୂର୍ବରୁ ଷ୍ଟୁଡିଓରେ କାମ କରୁଥିବା ଶ୍ରମିକମାନଙ୍କୁ ଗାଳିଗୁଲଜ, ଧମକ ଚମକ ଅଭିଯୋଗରେ ବାଘମାରୀ ପୋଲିସ ସଂସ୍ଥାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ଶ୍ରମ ଅଧିକାରୀ ଧାରଣାରେ ବସିଥିବା ଶ୍ରମିକ ମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.