ETV Bharat / state

ଆଇଏନଏସ ଚିଲିକାରେ ପାସିଂ ଆଉଟ ପରେଡ଼ ପ୍ରଦର୍ଶନ

author img

By

Published : Jan 5, 2021, 10:50 PM IST

ଆଇଏନଏସ ଚିଲିକାରେ ପାସିଂ ଆଉଟ ପ୍ୟାରେଡ଼ ଅନୁଷ୍ଠିତ । ନୌସେନା ଅଫିସରଙ୍କ ପକ୍ଷରୁ ବିଭିନ୍ନ ପରେଡ ପ୍ରଦର୍ଶନ । ଅଧିକ ପଢନ୍ତୁ....

ଆଇଏନଏସ ଚିଲିକାରେ ପାସିଂ ଆଉଟ ପ୍ୟାରେଡ଼ ପ୍ରଦର୍ଶନ

ଖୋର୍ଦ୍ଧା: ଜିଲ୍ଲାସ୍ଥିତ ଚିଲିକାରେ ଭାରତୀୟ ନୌସେନା ଏବଂ ତଟରକ୍ଷକମାନଙ୍କ ପକ୍ଷରୁ ଏକ ପାସିଂ ଆଉଟ୍ ପରେଡ ଅନୁଷ୍ଠିତ ହୋଇଛି । ଏଥିରେ ନୌସେନା ଅଫିସରମାନେ ଭାଗ ନେଇ ଆକର୍ଷଣୀୟ ପରେଡ ପ୍ରଦର୍ଶନ କରିଛନ୍ତି । ଏଥିସହ ସ୍ନାତକ ମଧ୍ୟ ହାସଲ କରିଛନ୍ତି ।

ଆଜି(ମଙ୍ଗଳବାର) ଆଇଏନଏସ ଚିଲିକାରେ ଭାରତୀୟ ନୌସେନା ଏବଂ ତଟରକ୍ଷକ ବ୍ୟାଚର ପ୍ରଶିକ୍ଷାର୍ଥୀମାନେ ପାସିଂ ଆଉଟ ପରେଡ଼ରେ ଭାଗ ନେଇ ଆକର୍ଷଣୀୟ ପରେଡ଼ କରିବା ସଙ୍ଗେ ସଙ୍ଗେ ସ୍ନାତକ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଇସ ଆଡମିରାଲ ଏକେ ଚାଓ୍ବଲା ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ନିଯୁକ୍ତି ଦେଶର ସେବା ପାଇଁ ସମର୍ପିତ ବୋଲି ମତ ଦେଇଥିଲେ । କୃତକାର୍ଯ୍ୟ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.