ETV Bharat / state

10ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ 6ମାସ ପାଇଁ ମିଳିବ ଅଷ୍ଟିଓପାଥି ଚିକିତ୍ସା - ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ

ରାଜ୍ୟ ସରକାର କଟକ, ଖୋର୍ଦ୍ଧା ଓ ଝାରସୁଗୁଡ଼ାର 10 ଟି ପିଏଚ୍‌ସି ଏବଂ ସିଏଚ୍‌ସିରେ 6 ମାସ ପାଇଁ ଅଷ୍ଟିଓପାଥି ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

10 ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ 6 ମାସ ପାଇଁ ମିଳିବ ଅଷ୍ଟିଓପାଥି ଚିକିତ୍ସା

author img

By

Published : Nov 4, 2022, 6:43 PM IST

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଅଷ୍ଟିଓପାଥି ଚିକିତ୍ସା । ଜନସାଧାରଣଙ୍କ ଉତ୍ତମ ଚିକିତ୍ସା ପାଇଁ ରାଜ୍ୟ ସରକାର ଅଷ୍ଟିଓପାଥି ଚିକିତ୍ସା ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ କୌଣସି ଜଟିଳ ଚିକିତ୍ସା ପଦ୍ଧତିର ଆବଶ୍ୟକ ନ ଥାଏ । ତେବେ ରାଜ୍ୟ ସରକାର 10ଟି ସ୍ବାସ୍ଥ୍ୟ କେନ୍ଦ୍ରରେ 6 ମାସ ପାଇଁ ଅଷ୍ଟିଓପାଥି ଚିକିତ୍ସା ଆରମ୍ଭ କରାଯିବାର ନିଷ୍ପତ୍ତି ନେଇଛନ୍ତି ।

10 ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ 6 ମାସ ପାଇଁ ମିଳିବ ଅଷ୍ଟିଓପାଥି ଚିକିତ୍ସା
10 ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ 6 ମାସ ପାଇଁ ମିଳିବ ଅଷ୍ଟିଓପାଥି ଚିକିତ୍ସା

ରାଜ୍ୟ ସରକାର କଟକ, ଖୋର୍ଦ୍ଧା ଓ ଝାରସୁଗୁଡ଼ାର 10 ଟି ପିଏଚ୍‌ସି ଏବଂ ସିଏଚ୍‌ସିରେ 6 ମାସ ପାଇଁ ଅଷ୍ଟିଓପାଥି ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ସହାୟତାରେ 3 ଟି ଜିଲ୍ଲା ରେ ଚିକିସା ଆରମ୍ଭ କରାଯିବ ।

ତେବେ କଟକର ବ୍ରହ୍ମପୁର ସିଏଚ୍‌ସି, ଗୁରୁଡ଼ିଝାଟିଆ ପିଏଚ୍‌ସି, ବିଦ୍ୟାଧରପୁର ୟୁପିଏଚ୍‌ସି, ବିଡାନାସୀ ୟୁସିଏଚ୍‌ସି, ଖୋର୍ଦ୍ଧାରେ ପାହଳ ପିଏଚ୍‌ସି, ଚନ୍ଦକା ପିଏଚ୍‌ସି, ୟୁସିଏଚ୍‌ସି ପଟିଆ, କ୍ୟାପିଟାଲ ହସ୍ପିଟାଲ, ଝାରସୁଗୁଡ଼ାରେ କିରମିରା ସିଏଚ୍‌ସି, ବ୍ରଜରାଜନଗର ୟୁଜି ପିଏଚ୍‌ସି ଆଦିରେ ଏହି ଚିକିତ୍ସା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ସ୍ବାସ୍ଥ୍ୟ ବିଭାଗ ଭିତ୍ତିଭୂମି ଯୋଗାଇବା, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ଚିକିତ୍ସକ ଓ ଛାତ୍ରଛାତ୍ରୀ ଅଷ୍ଟିଓପାଥି ଚିକିତ୍ସା କରିବେ ବୋଲି ସମସ୍ତ ପିଏଚ୍‌ସିଙ୍କୁ ଚିଠି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.