ETV Bharat / state

‘ନିଜ ପରିଚୟ ନିଜେ ତିଆରି କର’

ନିଜ ପରିଚୟ ନିଜେ ତିଆରି କର ବୋଲି  ‘ଭାରତ ସ୍କାଉଟ ଆଣ୍ଡ ଗାଇଡ଼’ର ରାଜ୍ୟ ତାଲିମ କେନ୍ଦ୍ରରେ ଆୟୋଜିତ ଜାତୀୟ ସଂହତି ଶିବିରର ଉଦଘାଟନ ସଭାରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

khurdha
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Dec 13, 2019, 2:45 PM IST

ଖୋର୍ଦ୍ଧା: ‘ନିଜ ପରିଚୟ ନିଜେ ତିଆରି କର ଏବଂ ନିଜ ପିତା ମାତାଙ୍କ ନାମକୁ ସାର୍ଥକ କର’ । ‘ଭାରତ ସ୍କାଉଟ ଆଣ୍ଡ ଗାଇଡ଼’ର ରାଜ୍ୟ ତାଲିମ କେନ୍ଦ୍ରରେ ଆୟୋଜିତ ଜାତୀୟ ସଂହତି ଶିବିରର ଉଦଘାଟନ ସଭାରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର 27ଟି ଜିଲ୍ଲାରୁ 1383 ଜଣ ସ୍କାଉଟ ଗାଇଡ଼ର ସଦସ୍ୟ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେହିପରି ଭାରତ ସ୍କାଉଟ ଗାଇଡ଼ର ସଦସ୍ୟମାନେ ଦେଶକୁ ଆଗକୁ ନେବାରେ ମାର୍ଗଦର୍ଶକ ସାଜିବେ । ବାଳକ ବାଜି ରାଉତ ଯେପରି ଦେଶ ଭକ୍ତି ଦେଖାଇ ନିଜ ଜୀବନ ଦେଶପାଇଁ ସମର୍ପିତ କରିଥିଲା ସେହିଭଳି ସମର୍ପଣ ଭାବ ଆମ ପାଖରେ ରଖିବାକୁ ପଡିବ । ସେହିପରି ଏକାଗ୍ରତା ସହ କାମ କଲେ ସଫଳତା ମିଳିବ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ନିଜ ପରିଚୟ ନିଜେ ତିଆରିକର : ଗଣଶିକ୍ଷା ମନ୍ତ୍ରୀ

Body:ଖୋର୍ଦ୍ଧା : ଭାରତ ସ୍କଉଟ ଆଣ୍ଡ ଗାଇଡ଼ର ରାଜ୍ୟ ତାଲିମ କେନ୍ଦ୍ରରେ ଆୟୋଜିତ ଜାତୀୟ ସଂହତି ଶିବିରର ଉଦଘାଟନ ସଭାରେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ନିଜ ପରିଚୟ ନିଜେ ତିଆରିକର ଏବଂ ନିଜ ପିତା ମାତା ଦେଇଥିବା ନାମର ସାର୍ଥକତା କର । ସେହିପରି ଭାରତ ସ୍କଉଟ ଗାଇଡ଼ ମାନେ ଦେଶ ଆଗକୁ ଯିବାର ମାର୍ଗ ଦର୍ଶକ ସାଯିବ । ବାଳକ ବାଜି ରାଉତ ଯେପରି ଦେଶ ଭକ୍ତି ଦେଖାଇ ନିଜ ଜୀବନ ଦେଶପାଇଁ ସମର୍ପିତ କରିଥିଲା ସେହିଭଳି ସମର୍ପଣ ଭାବ ଆମ ପାଖରେ ରଖିବାକୁ ପଡିବ । ସେହିପରି ଏକାଗ୍ରତା ସହ କାମ କଲେ ସଫଳତା ମିଳିବ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର 27ଟି ଜିଲ୍ଲାରୁ 1383 ଜଣ ସ୍କଉଟ ଗାଇଡ଼ ଯୋଗଦେଇଥିଲେ ।

Conclusion:ବାଇଟ- ସମୀର ଦାସ,ମନ୍ତ୍ରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.