ETV Bharat / state

ପଞ୍ଚାୟତ ନିର୍ବାଚନ: ବିଜେଡିକୁ ଚେକ୍ ଦେବାକୁ ପାଗ ଭିଡିଲା ବିଜେପି - ଖୋର୍ଦ୍ଧା ବିଜେପିର ଦାବିପତ୍ର

୨୦୨୨ ପ୍ରଥମାର୍ଦ୍ଧରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜକୁ ସୁହାଇବା ଭଳି କୌଣସି କାର୍ଯ୍ୟ କରିନପାରେ, ସେଥିପାଇଁ ଆଗକୁ ପଗଡ଼ି ଭିଡି ବାହାରିଛି ଖୋର୍ଦ୍ଧା ବିଜେପି ସଂଗଠନ । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ କରିବାକୁ ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ବିଜେପିର ଦାବିପତ୍ର

author img

By

Published : Oct 25, 2021, 5:03 PM IST

ଖୋର୍ଦ୍ଧା: ୨୦୨୨ ପ୍ରଥମାର୍ଦ୍ଧରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । କିନ୍ତୁ, ଏହି ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜକୁ ସୁହାଇବା ଭଳି କୌଣସି କାର୍ଯ୍ୟ କରିନପାରେ, ସେଥିପାଇଁ ଆଗକୁ ପଗଡ଼ି ଭିଡି ବାହାରିଛି ଖୋର୍ଦ୍ଧା ବିଜେପି ସଂଗଠନ ।

ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ କରିବାକୁ ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ବିଜେପିର ଦାବିପତ୍ର

ଜିଲ୍ଲାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ନିରପେକ୍ଷ ଭାବେ ହେବ ସେନେଇ ଏକ ଦାବିପତ୍ର ପ୍ରଦାନ କରିଛି ।

ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ତ୍ବରେ ଆଜି(ସୋମବାର) ଶତାଧିକ ବିଜେପି ନେତା ଓ କର୍ମୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.