ETV Bharat / state

ଘରୋଇ ଗଣମାଧ୍ୟମ ସଂସ୍ଥା ସରକାରୀ ଜମି ଜବରଦଖଲ କରିବା ଘଟଣା: ପ୍ରଶାସନର ତଦନ୍ତ ଆରମ୍ଭ

author img

By

Published : Sep 28, 2020, 1:53 PM IST

ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟବାସୀଙ୍କ ଅଭିଯୋଗରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସରକାରୀ ଜମି ଜବରଦଖଲ ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା: ସରକାରୀ ଜମି ଜବରଦଖଲ ନେଇ ଜିଲ୍ଲାପାଳନଙ୍କ ନିକଟରେ ଫେରାଦ ହେଲେ ସ୍ଥାନୀୟ ଲୋକ । ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟବାସୀଙ୍କ ଅଭିଯୋଗରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏବଂ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡାଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ଅଭିଯୋଗ ହୋଇଥିବା ସ୍ଥାନ ବୁଲି ଦେଖିଛନ୍ତି । ଦୀର୍ଘ ଦିନ ଧରି ସ୍ଥାନୀୟ ଜନସାଧାରଣଙ୍କ ଚାଷ ଜମି, ପୋଖରୀ ଏପରିକି ଗ୍ରାମବାସୀଙ୍କ ରାସ୍ତାକୁ ଏହି ଘରୋଇ ଗଣମାଧ୍ୟମ ସଂସ୍ଥା ଜବରଦଖଲ କରିଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.