ETV Bharat / state

ଧାନ ଉଠାଉନି ମିଲର: ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ

author img

By

Published : Jan 29, 2022, 3:55 PM IST

ସରିବାକୁ ବସିଲାଣି ଟୋକାନ ଅବଧି କିନ୍ତୁ ମଣ୍ଡିରୁ ଧାନ ଉଠାଉନି ମିଲର । ମିଲରଙ୍କ ମନମାନି ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣିପଡା ସମବାୟ ସମିତିର ଚାଷୀ ସମସ୍ୟା ଭୋଗୁଛନ୍ତି । ଅଧିକ ପଢନ୍ତୁ

ଧାନ ଉଠାଉନି ମିଲର: ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ
ଧାନ ଉଠାଉନି ମିଲର: ଚାଷୀ ଦେଲେ ଆନ୍ଦୋଳନ ଚେତାବନୀ

ଖୋର୍ଦ୍ଧା: ସରିବାକୁ ବସିଲାଣି ଟୋକାନ ଅବଧି କିନ୍ତୁ, ମଣ୍ଡିରୁ ଧାନ ଉଠାଉନି ମିଲର । ମିଲରଙ୍କ ମନମାନି ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗର୍ଭଣିପଡା ସମବାୟ ସମିତିର ଚାଷୀ ସମସ୍ୟା ଭୋଗୁଛନ୍ତି । ସମବାୟ ସମିତିରେ ଚଳିତ ଖରିଫ ଋତୁରେ ସରକାରଙ୍କୁ ଧାନ ବିକ୍ରି ପାଇଁ ମୋଟ 596 ଚାଷୀ ପଞ୍ଜିକରଣ କରିଥିବାବେଳେ ମଣ୍ଡିରୁ ଧାନ ନଉଠିବା ଚିନ୍ତାରେ ପକାଇଛି ଚାଷୀଙ୍କୁ ।

ସେହିପରି ଚଳିତ ମଣ୍ଡିରେ ଚାଷୀଙ୍କ ପାଖକୁ ଆସିଥିବା ଟୋକନ ଅବଧି ସରିବାକୁ ବସିଥିବାବେଳେ ଆଜି ସମବାୟ ସମିତି ସମ୍ମୁଖରେ ଚାଷୀ ମେଳି ଦେଖିବାକୁ ମିଳିଛି । ତୁରନ୍ତ ମିଲର ମଣ୍ଡିରୁ ଧାନ ନଉଠାଇଲେ ଚାଷୀ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.