ETV Bharat / state

ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ - ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ

ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ହିରାପୁର ପଞ୍ଚାୟତ ଇନ୍ଦିପୁର ଗ୍ରାମରେ ଅଘଟଣ । ଆଗକୁ ପଢନ୍ତୁ...

divyang girl drawn in village pond
ପୋଖରୀରେ ବୁଡି ଦିବ୍ୟାଙ୍ଗ ଯୁବତୀ ମୃତ
author img

By

Published : Dec 17, 2019, 5:35 AM IST

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ହିରାପୁର ପଞ୍ଚାୟତ ଇନ୍ଦିପୁର ଗ୍ରାମରେ ଅଘଟଣ । ସୋମବାର ଦିନ ଜଣେ ଦିବ୍ୟାଙ୍ଗ ଝିଅ ସ୍ଥାନୀୟ ଖଣି ପୋଖରୀରେ ଗାଧୋଇବା ପାଇଁ ଯାଇ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ଇନ୍ଦିପୁର ଗ୍ରାମର ଭୀମନାୟକଙ୍କ ଝିଅ ମମତା ନାୟକ(୧୭) ଆଜି ମଧ୍ୟାହ୍ନ ସମୟରେ ଗାଧାଇବା ପାଇଁ ନିକଟସ୍ଥ ଏକ ପୋଖରୀକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ସନ୍ଦେହ କରି ପୋଖରୀରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କସହଯୋଗରେ ଖଣିପୋଖରୀରୁ ଉଦ୍ଧାର କରି ସ୍ଥାନୀୟ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ଜଙ୍କିଆ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବେଛେଦ ଲାଗି ଖୋର୍ଦ୍ଧା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୋଖରୀରେ ବୁଡି ଯୁବତୀ ମୃତ

Body:ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ହିରାପୁର ପଞ୍ଚାୟତ ଇନ୍ଦିପୁର ଗ୍ରାମରେ ସୋମବାର ଦିନ ଜଣେ ଭିନ୍ନକ୍ଷମ ଝିଅ ସ୍ଥାନୀୟ ଖଣି ପୋଖରୀରେ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ଇନ୍ଦିପୁର ଗ୍ରାମର ଭୀମନାୟକ ଙ୍କ ଝିଅ ମମତା ନାୟକ(୧୭) ଆଜି ମଧ୍ୟାହ୍ନ ସମୟରେ ଗାଧାଇବା ପାଇଁ ନିକଟସ୍ଥ ଏକ ପୋଖରୀ କୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକ ସନ୍ଦେହ କରି ପୋଖରୀରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକ ଗ୍ରାମବାସୀଙ୍କସହଯୋଗରେ ଖଣିପୋଖରୀରୁ ଉଦ୍ଧାର କରି ସ୍ଥାନୀୟ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ଜଙ୍କିଆ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବେଛେଦ ଲାଗି ଖୋର୍ଦ୍ଧା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.