ETV Bharat / state

ସ୍ୱାମୀ-ସ୍ତ୍ରୀ କରୁଥିଲେ ବ୍ରାଉନସୁଗାର କାରବାର, ବାନ୍ଧିଲା ପୋଲିସ

author img

By

Published : Jul 28, 2022, 9:26 AM IST

ବ୍ରାଉନସୁଗାର କାରବାରରେ ଦମ୍ପତିଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

ସ୍ୱାମୀ ସ୍ତ୍ରୀ କରୁଥିଲେ ବ୍ରାଉନସୁଗାର କାରବାର, ମାଡି ବସିଲା ପୋଲିସ

ଖୋର୍ଦ୍ଧା: ବ୍ରାଉନସୁଗାର କାରବାର କରୁଥିଲେ ସ୍ବାମୀ ସ୍ତ୍ରୀ । ଚଢାଉ କରି ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ଉଭୟଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଗିରଫ ଦମ୍ପତି ହେଉଛନ୍ତି ପଞ୍ଚୁ ସାହୁ ଓ ତାଙ୍କ ପତ୍ନୀ ସତ୍ୟଭାମା ସାହୁ ।

ସୂଚନା ଅନୁଯାୟୀ, ଉକ୍ତ ଦମ୍ପତି ବ୍ରାଉନସୁଗାର କାରବାର କରୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏନେଇ ଇନ୍ସପେକ୍ଟର ରଶ୍ମୀରଞ୍ଜନନ ଦାସଙ୍କ ନେତୃତ୍ୱରେ ଏସ୍ଆଇ ସସ୍ମିତା ବେହେରା, ଅନ୍ୟ ପୋଲିସ କର୍ମଚାରୀ ଓ ସ୍ୱତନ୍ତ୍ର ସ୍କ୍ୱାଡ ଠେଙ୍ଗାହାଟ ସ୍ୱପ୍ନେଶ୍ୱର ସାହିରେ ପଞ୍ଚୁ ସାହୁଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉରେ ୧୦ ଗ୍ରାମ ବ୍ରାଉନସୁଗାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ପୋଲିସ । ଦମ୍ପତିଙ୍କୁ ଗିରଫ ପରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.