ETV Bharat / state

ପିଚୁକୁଳି ମଣ୍ଡଳ ସଭାପତି ଶଙ୍କର୍ଷଣ ରାଉତ କଂଗ୍ରେସରେ ସାମିଲ

ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ମନଇଚ୍ଛା କାମ କରୁଛନ୍ତି ସାଂସଦ ଅପରାଜିତା । ଗୁରୁବାର ଏଭଳି ସଙ୍ଗୀନ ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ଛାଡିଛନ୍ତି ପିଚୁକୁଳି ମଣ୍ଡଳ ସଭାପତି ଶଙ୍କର୍ଷଣ ରାଉତ । ଅଧିକ ପଢନ୍ତୁ

congress joining programme
ପିଚୁକୁଳି ମଣ୍ଡଳ ସଭାପତି ଶଙ୍କର୍ଷଣ ରାଉତ କଂଗ୍ରେସରେ ସାମିଲ
author img

By

Published : Jan 21, 2022, 7:46 AM IST

ଖୋର୍ଦ୍ଧା: ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ମନଇଚ୍ଛା କାମ କରୁଛନ୍ତି ସାଂସଦ ଅପରାଜିତା । ଏଭଳି ସଙ୍ଗୀନ ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ଛାଡିଛନ୍ତି ପିଚୁକୁଳି ମଣ୍ଡଳ ସଭାପତି ଶଙ୍କର୍ଷଣ ରାଉତ । ଶଙ୍କର୍ଷଣ ଗୁରୁବାର ପିଚୁକୁଳିର ମା ଡୁମଣେଇଙ୍କ ପ୍ରାଙ୍ଗଣରେ ବିଜେପି ଛାଡି କଂଗ୍ରେସ ନେତା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

ପିଚୁକୁଳି ମଣ୍ଡଳ ସଭାପତି ଶଙ୍କର୍ଷଣ ରାଉତ କଂଗ୍ରେସରେ ସାମିଲ

ଶଙ୍କର୍ଷଣଙ୍କ ସହ ବିଜେପିର ବହୁ ମଣ୍ଡଳ ସ୍ତରୀୟ ନେତା ଓ ଶତାଧୀକ କର୍ମୀ ସାଂସଦ ଅପରାଜିତଙ୍କ କାର୍ଯ୍ୟକଳାପକୁ ବିରୋଧ କରି କଂଗ୍ରେସରେ ସାମିଲ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ନେତା ଓ କର୍ମୀଙ୍କ ଦଳ ଛାଡିବା ବିଜେପିକୁ ଭାରି ପଡ଼ିବ । ଏହି ମିଶ୍ରଣ କଂଗ୍ରେସର ହାତମୁଠା ଟାଣ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ପୃଥ୍ଵୀବଲ୍ଲଭ ପଟ୍ଟନାୟକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.