ETV Bharat / state

ଚୋରା ବାଇକ ରାକେଟର ପର୍ଦ୍ଦାଫାସ: 9 ଗାଡି ଜବତ, 4 ଗିରଫ - ଚୋରା ବାଇକ ରାକେଟର ପର୍ଦ୍ଦାଫାସ

ଖୋର୍ଦ୍ଧାରେ 9ଟି ବାଇକ ଜବତ ସହ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଅଧିକ ପଢନ୍ତୁ

୯ଟି ଚୋରା ମଟର ସାଇକେଲ ଜବତ; ୪ଅଭିଯୁକ୍ତ ଗିରଫ
Bike Lootera Gang arrested in Khordha
author img

By

Published : Jun 2, 2022, 10:13 AM IST

Updated : Jun 2, 2022, 1:47 PM IST

ଖୋର୍ଦ୍ଧା: ଚୋରା ବାଇକ ରାକେଟର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ । ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ନିକଟରେ ଚୋରା ବାଇକ କାରବାର ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଦର୍ଶ ଥାନାର ଏକ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଅଭିଯୁକ୍ତ ସର୍ବେଶ୍ୱର ବାରିକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟେ ଚୋରା ବାଇକ ଏବଂ ତାଙ୍କ ଘରୁ ୨ ଗୋଟି ଚୋରା ବାଇକ ଜବତ କରିଛି । ସେହିପରି ଭାବେ ଅଭିଯୁକ୍ତ ଠାରୁ ସୂଚନା ପାଇ ପୋଲିସ ଆଉ ୬ ଗୋଟି ଚୋରା ବାଇକ ଉଦ୍ଧାର କରିବା ସହ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 2, 2022, 1:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.