ETV Bharat / state

କୋରୋନାରେ ଆଖି ବୁଜିଲେ ବେଗୁନିଆ ଥାନା ଏଏସଆଇ

author img

By

Published : Dec 2, 2020, 9:41 PM IST

କୋରୋନାରେ ଆଖି ବୁଜିଲେ ବେଗୁନିଆ ଥାନା ଏଏସଆଇ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିବା ସୂଚନା । ଅଧିକ ପଢନ୍ତୁ....

Begunia police ASI lost their in Corona
କୋରୋନାରେ ଆଖି ବୁଜିଲେ ବେଗୁନିଆ ଥାନାର ଏଏସଆଇ

ଖୋର୍ଦ୍ଧା: ଆଖି ବୁଜିଲେ କୋରୋନା ଯୋଦ୍ଧା । ମହାମାରୀ କୋରୋନା ସମୟରେ ନିଜର ଦାୟିତ୍ବ ସମ୍ପାଦନରେ ଆଗରେ ରହିଥିଲେ ବେଗୁନିଆ ଥାନାରେ କର୍ଯ୍ୟରତ ଏଏସଆଇ ସନାତନ ମଲ୍ଲିକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ହେବ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।

କୋରୋନାରେ ଆଖି ବୁଜିଲେ ବେଗୁନିଆ ଥାନାର ଏଏସଆଇ

ତାଙ୍କ ମୃତ୍ୟୁରେ ବେଗୁନିଆ ଥାନାର ସମସ୍ତ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପୌତୃକ ଘର ଜଗତସିଂହପୁର ବିଶ୍ବନାଥପୁରରେ ସତ୍କାର କରାଯାଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.