ETV Bharat / state

ଚିନ୍ତା ବଢାଉଛି କୋରୋନା, ପୁଣି 4 ଆକ୍ରାନ୍ତ ଚିହ୍ନଟ

author img

By

Published : May 19, 2020, 2:05 PM IST

ଖୋର୍ଦ୍ଧା ଜିଲ୍ଲାରେ ପୁଣି 4 ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ଭୁବନେଶ୍ବରର ଦୁଇ ଜଣ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଖୋର୍ଦ୍ଧା, ବେଗୁନିଆ ଓ ଟାଙ୍ଗୀ ଅଂଚଳର ବୋଲି ଜଣାପଡିଛି ।

khordha corona news
ଖୋର୍ଦ୍ଧା କୋରୋନା ପଜଟିଭ ନ୍ୟୁଜ୍

ଖୋର୍ଦ୍ଧା: ଜିଲ୍ଲାରେ ପୁଣି 4 କୋରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଜିଲ୍ଲାରେ ଆଉ ୪ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ବରର ଦୁଇ ଜଣ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଖୋର୍ଦ୍ଧା ବେଗୁନିଆ ଓ ଟାଙ୍ଗୀ ଅଂଚଳର ବୋଲି ଜଣାପଡିଛି । ବେଗୁନିଆରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ କୁଞ୍ଜୁରୀ ଗ୍ରାମ ପଞ୍ଚାୟତର ହୋଇଥିବା ବେଳେ ଅନ୍ୟଜଣେ ଟାଙ୍ଗି ବ୍ଲକ ଭୁଷୁଣ୍ଢପୁରର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା କୋରୋନା ପଜଟିଭ ନ୍ୟୁଜ୍

ଉଭୟ ଆକ୍ରାନ୍ତ ପ୍ରବାସୀ ଏବଂ ସେମାନେ ନିଜ ନିଜ ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ଉଭୟଙ୍କର କରୋନା ପଜେଟିଭ ଆସିବା ପରେ ସେମାନଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.