ETV Bharat / state

କାନ୍ଥ ପଡ଼ି ୨ ବର୍ଷର ଶିଶୁ ମୃତ - କାନ୍ଥ ପଡ଼ି ୨ ବର୍ଷର ଶିଶୁ ମୃତ

ଅଭାବନୀୟ ଘଟଣା । କାନ୍ଥ ଭାଙ୍ଗିବାବେଳେ କାନ୍ଥ ପଡ଼ି ୨ ବର୍ଷ ଶିଶୁପୁତ୍ର ମୃତ । ଅଧିକ ପଢନ୍ତୁ...

two year child death in kendujhar
କାନ୍ଥ ପଡ଼ି ୨ ବର୍ଷର ଶିଶୁ ମୃତ
author img

By

Published : Nov 5, 2021, 10:21 PM IST

କେନ୍ଦୁଝର: କାନ୍ଥ ପଡ଼ି ଜଣେ ୨ ବର୍ଷ ଶିଶୁପୁତ୍ରର ମୃତ୍ୟୁ । ଏ ଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ।

ଗୁରୁତର ଅବସ୍ଥାରେ ପ୍ରଥମେ ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ଶିଶୁ ପୁତ୍ର ହେଲେ ଛାଲୁ ମହାକୁଡଙ୍କ ୨ ବର୍ଷର ଶିଶୁପୁତ୍ର ସୌରଭ ମହାକୁଡ଼।ଆଜି ପୂର୍ବାହ୍ନରେ ଘର କାନ୍ଥ ଭାଙ୍ଗୁଥିବା ବେଳେ କାନ୍ଥପଡି ଯାଇଥିଲା।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.