ETV Bharat / state

ଚଳିତ କେନ୍ଦ୍ରୀୟ ବଜେଟ ଐତିହାସିକ: ବିଜେପି

author img

By

Published : Feb 23, 2021, 6:19 PM IST

Updated : Feb 23, 2021, 8:14 PM IST

ଚଳିତ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଜେପିର ରାଜ୍ୟବ୍ୟାପୀ ପ୍ରେସମିଟ୍ । ଏହି ବଜେଟ ଐତିହାସିକ ବୋଲି ବିଜେପିର ମତ । ଅଧିକ ପଢନ୍ତୁ...

ଚଳିତ କେନ୍ଦ୍ରୀୟ ବଜେଟ ଐତିହାସିକ: ବିଜେପି
ଚଳିତ କେନ୍ଦ୍ରୀୟ ବଜେଟ ଐତିହାସିକ: ବିଜେପି

କେନ୍ଦୁଝର: ଚଳିତ ବର୍ଷ କୋରୋନା ମହାମାରୀ ପରେ କେନ୍ଦ୍ର ସରକାର ବାର୍ଷିକ ବଜେଟ ଆଗତ କରିଛନ୍ତି । ଏହି ବଜେଟ ଐତିହାସିକ ବୋଲି ରାଜ୍ୟ ବିଜେପି କହିବା ସହ ଏନେଇ ସବୁ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିଛି ।

ଚଳିତ କେନ୍ଦ୍ରୀୟ ବଜେଟ ଐତିହାସିକ: ବିଜେପି

ଚଳିତ ବଜେଟରେ କେନ୍ଦ୍ର ସରକାର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୭ ରୁ ୧୧ ପ୍ରତିଶତ କରିବାକୁ ଯୋଜନା କରିଛନ୍ତି । ସରକାର ରକ୍ଷା ଓ କୃଷି କ୍ଷେତ୍ରରେ ଅଧିକ ପ୍ରଧାନ୍ୟ ଦେଇ ଥିବାବେଳେ ଦରଦାମ ନିୟନ୍ତ୍ରଣ ନେଇ ଏହି ବଜେଟରେ ଯୋଜନା ସରକାର ଘୋଷଣା କରିଥିବା ବିଜେପି କହିଛି । ଏଥିସହ ଏହି ବଜେଟକୁ ଐତିହାସିକ ବଜେଟ ବୋଲି ମଧ୍ୟ ବିଜେପି କହିଛି । ଏନେଇ ସବୁ ଜିଲ୍ଲାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି ।

ଆଜି(ମଙ୍ଗଳବାର) କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନ ଠାରେ ଏକ ବୁଦ୍ଧିଜୀବୀ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବଜେଟର ଲୋକାଭିମୁଖୀ କାର୍ଯ୍ୟ ନେଇ ରାଜ୍ୟ ମୁଖପାତ୍ର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 23, 2021, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.