ETV Bharat / state

କେନ୍ଦୁଝର ଜିଲ୍ଲା ପ୍ରଶାସନର ‘ଡକ୍ଟର ଅନ କଲ’ ସେବା ଆରମ୍ଭ

author img

By

Published : Apr 12, 2020, 4:13 PM IST

ଡାକ୍ତର ଅନ କଲ ସେବା ଆରମ୍ଭ କଲା କେନ୍ଦୁଝର ଜିଲ୍ଲା ପ୍ରଶାସନ । ହସ୍ପିଟାଲରେ ଭିଡ କମାଇବାକୁ ଯାଇ ଏଭଳି ପଦକ୍ଷେପ ଆପଣାଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କେନ୍ଦୁଝର ଜିଲ୍ଲା ପ୍ରଶାସନର ଡକ୍ଟର ଅନ କଲ ସେବା ଆରମ୍ଭ

କେନ୍ଦୁଝର: କୋରୋନା ଭୟରେ ବହୁ ରୋଗୀ ହସ୍ପିଟାଲ ଆସୁନାହାଁନ୍ତି । ଏପରିକି ହସ୍ପିଟାଲରେ ସାଧାରଣ ରୋଗ ପାଇଁ ଭିଡ ନ ଜମାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଫଳରେ ଏଭଳି ସ୍ଥଳରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କେନ୍ଦୁଝର ଜିଲ୍ଲାପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡକ୍ଟର ଅନ-କଲ ବ୍ୟବସ୍ଥା ।

10ରୁ ଊର୍ଦ୍ଧ୍ବ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସମୟ ସାରଣୀ ସହ ମୋବାଇଲ ନମ୍ବର ଜାରି କରିଛି ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ତାର ଟ୍ବିଟରରେ ପୋଷ୍ଟ କରିଛି । ଉକ୍ତ ନମ୍ବରଗୁଡିକରେ ସମୟ ସାରଣୀ ଅନୁସାରେ ସାଧାରଣ ରୋଗୀମାନେ ଘରେ ବସି ସେବା ନେଇ ପାରିବେ ବୋଲି କୁହାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.