ETV Bharat / state

ମହଲତ ମାଗିଲେ କାନପୁର ବିସ୍ଥାପିତ

କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ବୃହତ ଜଳସେଚନ ପ୍ରକଳ୍ପ ନିମନ୍ତେ କାନପୁର ଉଚ୍ଛେଦ ପାଇଁ ବିସ୍ଥାପନ ଜନିତ ସମସ୍ୟା ଲମ୍ବି ଚାଲିଛି । ଯାହାକୁ ନେଇ ଆଉ ୬ ମାସର ମହଲତ ମାଗିଛନ୍ତି କାନପୁର ବିସ୍ଥାପିତ । ଅଧିକ ପଢନ୍ତୁ...

ମହଲତ ମାଗିଲେ କାନପୁର ବିସ୍ଥାପିତ
ମହଲତ ମାଗିଲେ କାନପୁର ବିସ୍ଥାପିତ
author img

By

Published : Jul 2, 2021, 8:44 AM IST

କେନ୍ଦୁଝର: ମହଲତ ମାଗିଲେ କାନପୁର ବିସ୍ଥାପିତ । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ବୃହତ ଜଳସେଚନ ପ୍ରକଳ୍ପ ନିମନ୍ତେ କାନପୁର ଉଚ୍ଛେଦ ପାଇଁ ବିସ୍ଥାପନ ଜନିତ ସମସ୍ୟା ଲମ୍ବି ଚାଲିଛି । ଯାହାକୁ ନେଇ ଆଉ ୬ ମାସର ମହଲତ ମାଗିଛନ୍ତି କାନପୁର ବିସ୍ଥାପିତ । ଅପରପକ୍ଷେ ବର୍ତ୍ତମାନ ବର୍ଷା ବିସ୍ଥାପନ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି । ବର୍ଷା ଦିନ ଥିବାରୁ ବିସ୍ଥାପନ ପାଇଁ ଆଉ 6 ମାସ ମହଲତ ମାଗିଛନ୍ତି କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ । ବର୍ଷା ଦିନ ସରିଗଲେ ସରକାର ଯେଉଁଠି ଥଇଥାନ କରିବେ ସେଠି ଯିବାକୁ ରାଜି ଥିବା ପ୍ରକାଶ କରିଛନ୍ତି ମୁରୁସୁଆଁ ଗ୍ରାମବାସୀ ।

ମହଲତ ମାଗିଲେ କାନପୁର ବିସ୍ଥାପିତ

ଗୁରୁବାର ଉକ୍ତ ଗ୍ରାମର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହା ସହ ଉଚିତ ଯୁବକମାନଙ୍କୁ ଚିହ୍ନଟ କରି ଡ଼ିପି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.