ETV Bharat / state

ମମିତା ତାତି: ୬ ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସର ନିବେଦନ - ୬ ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସର ନିବେଦନ

ରାଜ୍ୟରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମମିତା ମେହେର ହତ୍ୟାକାଣ୍ଡ ତାତି । ଏନେଇ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟ କଂଗ୍ରେସ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ଅଧିକ ପଢନ୍ତୁ...

ମମିତା ତାତି: ୬ ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସର ନିବେଦନ

author img

By

Published : Nov 11, 2021, 2:52 PM IST

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମମିତା ମେହେର ହତ୍ୟାକାଣ୍ଡ ତାତି । ବିଜେପି ସାରା ରାଜ୍ୟରେ ଏନେଇ ହରତାଲ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏପଟେ କଂଗ୍ରେସ ମଧ୍ୟ ବାଦ ପଡ଼ିନାହିଁ । ଆସନ୍ତାକାଲି(ଶୁକ୍ରବାର) ରାଜ୍ୟ କଂଗ୍ରେସ ଛଅ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଜି୍ଲଲା କଂଗ୍ରେସ ପକ୍ଷରୁ ସଭାପତି ବିପ୍ଲବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ମମିତା ତାତି: ୬ ଘଣ୍ଟିଆ ଓଡିଶା ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସର ନିବେଦନ

ମମିତା ମେହେର ହତ୍ୟାକାଣ୍ଡ ସଂକ୍ରାନ୍ତରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ହେଉଥିବା କହିଛନ୍ତି । ଏଣୁ ଆନ୍ଦୋଳନକୁ ସମର୍ଥନ କରିବାକୁ ନିବେଦନ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ସୁନେସ ଧୀର, ରାଜ୍ୟ ସମ୍ପାଦକ ସଂଗ୍ରାମ ଦାସ, ଜିଲ୍ଲା ମହିଳା ସଭାପତି ସଂଗୀତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.